ଅପରାଧ

ଦଙ୍ଗା ମୃତ୍ୟୁ ନୁହେଁ, ପତ୍ନୀ ପାଇଁ ହତ୍ୟା – Ibnodisha

[ad_1]

ଉତ୍ତରାଖଣ୍ଡ : ପତ୍ନୀର ପ୍ରେମିକକୁ ହତ୍ୟା କରି ଦଙ୍ଗା ମୃତ୍ୟୁ ଦର୍ଶାଇବା ଧରାପଡିଲା । ଜଣେ ପୋଲିସ କନଷ୍ଟେବଲ୍ ଏପରି କରି ଧରାପଡିଲେ । ଉତ୍ତରାଖଣ୍ଡ ହଲ୍‌ଦୱାନୀ ଦଙ୍ଗା ଘଟଣା ମୃତଦେହ ଚିହ୍ନଟ ସ୍ପଷ୍ଟ ହେଲା । ପତ୍ନୀ, ଶଳା ଓ ସହେଯାଗୀଙ୍କ ସହ ମିଶି ହତ୍ୟା କରିଥିବା ମାନିଲେ । ପ୍ରମାଣ ନଷ୍ଟ କରିବାକୁ ଦଙ୍ଗା ପ୍ରଭାବିତ ଅଞ୍ଚଳରେ ଶବ ଫିଙ୍ଗିଥିଲେ । ଦଙ୍‌ଗା ମୃତ୍ୟୁ ସଂଖ୍ୟା ୬ରୁ ୫କୁ କମିବା ନେଇ ପ୍ରଶାସନର ସୂଚନା ।

ମନ୍ତ୍ର ଧୂନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି କୁମ୍ଭ ମେଳା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button