ରାଜ୍ୟ

ସମୁଦ୍ରକୂଳରୁ ଅଚିହ୍ନା ବୃଦ୍ଧଙ୍କ ମୃତଦେହ ଉଦ୍ଧାର – Ibnodisha

[ad_1]

କୋଣାର୍କ : ଶନିବାର ପୂର୍ବାହ୍ଣରେ କୋଣାର୍କ ଚନ୍ଦ୍ରଭାଗା ମେରାଇନ୍ ଥାନା ଅଧୀନ ତଣ୍ଡାଘର ନିକଟ ଛେନୁଅ କଅଁରପୁର ଗ୍ରାମ ନିକଟ ସମୁଦ୍ରକୂଳରେ ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ତାଙ୍କର ବୟସ ୭୦ବର୍ଷ ଅନୁମାନ କରାଯାଇଛି । ଖବର ପାଇ ଚନ୍ଦ୍ରଭାଗା ମେରାଇନ ଥାନାଧିକାରୀ ପ୍ରତିମା ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପୁରୀ ଡାକ୍ତରଖାନା ପଠାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button