ରାଜନୀତି

୨ ସପ୍ତାହ ଭିତରେ ହେବ ବଡ ପରିବର୍ତ୍ତନ : ମୋହନ ମାଝୀ – Ibnodisha

[ad_1]

ଭୁବନେଶ୍ୱର : ଅନେକ ବିଜେଡି ନେତା ଦଳ ଛାଡିବେ ବୋଲି କହିଲେ ମୋହନ ମାଝୀ । ୨ ସପ୍ତାହ ଭିତରେ ବଡ ଧରଣର ପରିବର୍ତ୍ତନ ହେବ । ବିଜେଡି ବିଧାୟକ ଓ ସାଂସଦମାନେ ଦଳ ଛାଡିବା ଆରମ୍ଭ କରିବେ । ଯାହାକୁ ଟିକେଟ୍ ମିଳବନି, ସେମାନେ ଅନ୍ୟ ଦଳକୁ ଯିବା ଭାବିବେ । ଅନେକ ବିଜେଡି ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି । ଦଳ ବିପର୍ଯ୍ୟପ୍ତ ସ୍ଥିତି ଆଡକୁ ଯାଉଛି, ନବୀନ ସରକାରର ପତନ ହେବ । ସବୁ ଯୋଜନା କେବଳ ନିର୍ବାଚନ ସର୍ବସ୍ୱ, ସଫଳ ହେବେ ନାହିଁ । ୧୯୯୫ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି୍ ଭବିଷ୍ୟବାଣୀ କଲେ ମୋହନ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button