ରାଜ୍ୟ

ପୁରୀରୁ କୋଣାର୍କ ଚାଲିବ ଟ୍ରେନ୍ : ଅଶ୍ୱିନୀ – Ibnodisha

[ad_1]

ଭୁବନେଶ୍ୱର : ପୁରୀରୁ କୋଣାର୍କ ନୂଆ ରେଲୱେ  ଲାଇନ ନେଇ ଘୋଷଣା । ପ୍ରେସମିଟ୍‌ରେ ଘୋଷଣା କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୩୨ କିମିର ନୂଆ ରେଳପଥ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର । ସୂର୍ଯ୍ୟ ମନ୍ଦିରକୁ ଜଗନ୍ନାଥ ମନ୍ଦିର ସହ ଯୋଡିବା ସ୍ୱପ୍ନ ସାକାର ହେବ । ସ୍ୱତନ୍ତ୍ର ଭାବେ ଭିଷ୍ଟାଡ୍ରଡୋମ୍ ଟ୍ରେନ୍ ଚାଲିବାର ବ୍ୟବସ୍ଥା ହେବ । ଫଳରେ ଯାତ୍ରୀ ଟ୍ରେନ ଭିତରୁ ସବୁ ବାହାର ଦୃଶ୍ୟ ଦେଖିପାରିବେ । ଟ୍ରେନ୍ ଭିତରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ବ୍ୟବସ୍ଥା ବି ରହିବ । ନୂଆ ଲାଇନ ପାଇଁ ୨୧୫ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ପଡିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button