ରାଜ୍ୟ

ଖୁବଶୀଘ୍ର ବିଜେଡିରେ ଟ୍ରାନ୍ସଫର୍ମେସନ: ପ୍ରଶାନ୍ତ ଜଗ୍‌ଦେବ – Ibnodisha

[ad_1]

ଭୁବନେଶ୍ୱର : ପୁଣି ବିଜେଡିକୁ ଟାର୍ଗେଟ କଲେ ବିଜେପି ନେତା ପ୍ରଶାନ୍ତ ଜଗ୍‌ଦେବ । ବିଜେଡି ଖୁବଶୀଘ୍ର ବିଜେପିକୁ ଟ୍ରାନ୍ସଫର୍ମେସନ ହେବ ବୋଲି କହିଲେ ପ୍ରଶାନ୍ତ ଜଗ୍‌ଦେବ । ସେ କହିଛନ୍ତି ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ହେଉଛି ଟ୍ରାନ୍ସଫର୍ମେସନ । ସେହିଭଳି ଓଡିଶାରେ ବି ଟ୍ରାନ୍ସଫର୍ମେସନ ହେବ ବୋଲି କହିଲେ ପ୍ରଶାନ୍ତ ଜଗ୍‌ଦେବ । ସେ ଆହୁରି ମଧ୍ୟ କହିଛନ୍ତି ଆମ ଲିଙ୍କ୍‌ରେ ବହୁ ବିଜେଡି ନେତା ଅଛନ୍ତି , ଖୁବ୍ ଶୀଘ୍ର ସେମାନେ ବିଜେପିରେ ମିଶିବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button