ରାଜ୍ୟ

ଓଏସଆରଟିସି ବସ୍ ଦୁର୍ଘଟଣା : ୧୫ ଆହତ – Ibnodisha

[ad_1]

ହରଭଙ୍ଗା: ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଓଏସଆରଟିସି ବସ୍ ଦୁର୍ଘଟଣା ହୋଇଛି। ଫୁଲବାଣୀ ରାଣୀପଥର ଘାଟିରୁ ବସଟି ତଳକୁ ଖସି ଦୁର୍ଘଟଣା ଘଟିଛି । ଫଳରେ ବସରେ ଥିବା ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଫୁଲବାଣୀ ଏବଂ ପୁରୁଣା କଟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ସକାଳୁ ବସ୍‌ଟି ଫୁଲବାଣୀରୁ ଅନୁଗୁଳ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରର ରେସକ୍ୟୁ ଅପରେସନ୍ ବେଶ୍ କଷ୍ଟଦାୟକ ଥିଲା। ବସ୍‌ଟି ଓଲଟି ପଡିଥିବାରୁ ବସ୍‌ର କାଚ ଭାଙ୍ଗି ଯାତ୍ରୀଙ୍କୁ ବାହାରକୁ ଅଣାଯାଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button