ରାଜ୍ୟ

ଦିଲ୍ଲୀ ଗଲେ ପାଣ୍ଡିଆନ, ବବି! – Ibnodisha

[ad_1]

ଭୁବନେଶ୍ୱର: ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟକୁ ନେଇ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି । ତେବେ ଏହା ମଧ୍ୟରେ ମେଣ୍ଟକୁ ନେଇ ଆସିଛି ଏକ ବଡ଼ ଖବର । ବିଜେପି ରାଜ୍ୟ ଶୀର୍ଷ ନେତୃତ୍ୱ ପୂର୍ବରୁ ଦିଲ୍ଲୀ ଯାଇଥିବା ବେଳେ ଏବେ ବିଜେଡି ନେତା ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ।

୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଗସ୍ତରେ ଯାଇଥିବା ସୂଚନା ମିଳିଛି । ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଯାଇଥିବା ଜଣାପଡିଛି । ତେବେ ମେଣ୍ଟ ନେଇ ସେ ବିଜେପି ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବା ପାଇଁ ଦିଲ୍ଲୀ ଯାଇଥିବା ଚର୍ଚ୍ଚା ହେଉଛି ।

ବିଜେଡ଼ି ଓ ବିଜେପି ମେଂଟ ଚର୍ଚ୍ଚା ମଧ୍ୟରେ ସଶକ୍ତ ହେଉଛି କଂଗ୍ରେସ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button