ରାଜ୍ୟ

ଗୋଳାବାରୁଦ କାରଖାନା କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ – Ibnodisha

[ad_1]

ସଇଁତଳା: ବଡ଼ମାଳ ଗୋଳାବାରୁଦ କାରଖାନା କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ବଡ଼ମାଳ ଗୋଳାବାରୁଦ କାରଖାନାର ପାୱାର ସପ୍ଲାଇ ୟୁନିଟ ଷ୍ଟେରକିପର ଗୋପୀନାଥ ଖମାରୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବା ସୂଚନା ମିଳଛି । ଗୋଳାବାରୁଦ କାରଖାନା କାର୍ଯ୍ୟାଳୟ ଭିତରୁ ଗୋପୀନାଥଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ସଇଁତଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇବନଦୀରେ ଗାଧୋଇଲା ବେଳେ ୩ ନିଖୋଜ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button