ରାଜ୍ୟ

ସରପଞ୍ଚ- ପୋଲିସ ଧସ୍ତାଧସ୍ତି – Ibnodisha

[ad_1]

ଭୁବନେଶ୍ୱର : ସରପଞ୍ଚ ମହାସଂଘ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି । ନବୀନ ନିବାସ ଗଲାବେଳେ ଶିଶୁଭବନ ଛକରେ ଅଟକାଇଲା ପୋଲିସ । ମାଷ୍ଟରକ୍ୟାଣ୍ଟିନରୁ ନବୀନ ନିବାସ ଯିବା ବେଳେ ଅଟକାଇଲା ପୋଲିସ । ବିଭିନ୍ନ ଦାବି ନେଇ ସରପଞ୍ଚ ମହାସଂଘ ପକ୍ଷରୁ ଆନ୍ଦୋଳନ । ଆନ୍ଦୋଳନରେ ୬ ହଜାରରୁ ଅଧିକ ସରପଞ୍ଚ ସାମିଲ ।

ବିଜେପିର ଅଭିମତ ସଂଗ୍ରହ ଅଭିଯାନ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button