ରାଜ୍ୟ

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର – Ibnodisha

[ad_1]

ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ବାହାଘର ପୂର୍ବରୁ ପ୍ରେମୀଯୁଗଳଙ୍କ ଉଠିଗଲା କୋକେଇ । ସୂଚନା ଯୋଗ୍ୟ, ଦୁର୍ଗାପୁର ଗାଁର ବର୍ଷା ଚାମ୍ପିୟାଙ୍କୁ ଗୋପୀ ପିଙ୍ଗୁଆ ପ୍ରେମ କରୁଥିଲେ। ଗୋପୀଙ୍କ ଘର ମଧ୍ୟ ସେହି ଗାଁରେ। ଯେଉଁଥିପାଇଁ ଉଭୟ ଦୀର୍ଘ ଦିନ ଧରି ଲିଭ୍‌ ଇନ୍‌ରେ ରହୁଥିଲେ। ବାହା ହୋଇ ଘର ସଂସାର ଗଢ଼ିବା ପାଇଁ ସପନ ଦେଖୁଥିଲେ। କାମଦାମ କରି ବେଶ୍‌ ହସ ଖୁସିରେ ଚଳୁଥିଲେ। ହେଲେ ଆଜି ସକାଳେ ସେମାନଙ୍କ ଘରର କବାଟ ଖୋଲିନଥିଲା। ସକାଳ ଯାଇ ମଧ୍ୟାହ୍ନ ହେଲା। ଘରର କବାଟ ଖୋଲିଲା ନାହିଁ। ଡାକିଲେ ମଧ୍ୟ ଘର ଭିତରୁ କୌଣସି ଉତ୍ତର ଆସିଲା ନାହିଁ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button