ଅପରାଧ

ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ କାରାଦଣ୍ଡ – Ibnodisha

[ad_1]

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଫାଷ୍ଟ୍‌ଟ୍ରାକ୍ କୋର୍ଟର ମାନ୍ୟବର ବିଚାରପତି ଅଜୟ କୁମାର ମହାନ୍ତି ନାବାଳିକାକୁ ଅପହରଣ ଦୁଷ୍କର୍ମ ମାମଲାରେ ୧୦ ବର୍ଷ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ଆଦେଶ ଦିଆଯାଇଛି । ମାମଲା ପରିଚାଳନା କରୁଥିବା ସ୍ୱତନ୍ତ୍ର ସରକାରୀ ଓକିଲ ଦୋଳଗୋବିନ୍ଦ ଦାସଙ୍କ ସୂଚନା ଅନୁସାରେ ତିର୍ତ୍ତୋଲ ଥାନା ଅଧିନ ମିଶନପୁର ଗ୍ରାମର ବିନୋଦ ମଲ୍ଲିକଙ୍କ ପୁଅ ଗଣେଶ ଓରଫ ସୁଭୋଦ ମଲ୍ଲିକ (୨୭) ଗତ ୧୬.୯. ୨୦୧୮ ତାରିଖ ରାତିରେ ୧୬ ବର୍ଷିଆ ଜଣେ ନାବାଳିକାକୁ ଅପହରଣ କରି ମୋଟର ସାଇକେଲ ଯୋଗେ ନେଇ ଯାଇଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button