ରାଜ୍ୟ

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନକ୍ସଲ ନିହତ – Ibnodisha

[ad_1]

young man dead, forest depat worker attacked thinking that he is a hunter

ଛତିଶଗଡ : ଛତିଶଗଡ ସୁକମାରେ ଏନକାଉଣ୍ଟରରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି। ତେବେ ଏହି ଏନକାଉଣ୍ଟର ସୁରକ୍ଷାକର୍ମୀମାନଙ୍କ ଦ୍ୱାରା କରାଯାଇଛି। ବିଶେଷ ସୂତ୍ରରୁ ସୁରକ୍ଷାକର୍ମୀମାନେ ଖବର ପାଇଥିଲେ ଯେ ସୁକମାରେ ମାଓବାଦୀମାନେ ଲୁଚି ରହିଛନ୍ତି। ଏହାପରେ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ ଜଣେ ମାଓବାଦୀଙ୍କ ମୃତଦେହ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ତେବେ ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସୂଚନା ମିଳିଛି। ଏହାସହିତ ଏ ସମସ୍ତ ଘଟଣା ବାବଦରେ ଅଧିକ ତଦନ୍ତ ମଧ୍ୟ ଜାରି ରହିଛି।

The post ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନକ୍ସଲ ନିହତ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button