ରାଜ୍ୟ

ହୋଟେଲ ଯଯାତିର ପରିଚାଳନ ମୁଖ୍ୟ ଦିବ୍ୟ ରଞନ ନାୟକଙ୍କ ଘରେ ଆଇଟି ରେଡ – Ibnodisha

[ad_1]

ଭୁବନେଶ୍ୱର : ଯାଜପୁର ରୋଡ ହୋଟେଲ ଯଯାତି ର ପରିଚାଳନ ମୁଖ୍ୟ ଦିବ୍ୟ ରଞନ ନାୟକଙ୍କ ଘରେ ଆୟକର ବିଭାଗର ଚଢ଼ାଉ। ଆୟକର ଫାଙ୍କିବା ଅଭିଯୋଗରେ ଏହି ରେଡ କରିଛି ଆୟକର ବିଭାଗ। ତେବେ ଦିବ୍ୟ ରଞନ ନାୟକଙ୍କ ଘର ସମେତ ନୟାପଲ୍ଲୀରେ ଥିବା ଶିକ୍ଷା ଅନୁଷ୍ଠାନ ଏବଂ ହୋଟେଲ ଯଯାତିରେ ଏକ ସାଙ୍ଗରେ ଚାଲିଛି ରେଡ। ତେବେ ଏହି ରେଡ ଆଜି ଭୋର ଆରମ୍ଭ ହୋଇଥିବା ବେଳେ ଏହି ଚଢ଼ାଉରେ ଆୟକର ବିଭାଗର ୪ ଜଣିଆ ଟିମ ସାମିଲ ରହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button