ରାଜ୍ୟ

ନବକୁଣ୍ଡିୟ ଗାୟତ୍ରୀ ମାହାଯଜ୍ଞ ୧୧ ରୁ ଅନୁଷ୍ଠିତ ହେବ – Ibnodisha

[ad_1]

ଯାଜପୁର : ବିଶ୍ୱକୁ ର ମଙ୍ଗଳ ଆଧ୍ୟାତ୍ମିକ ଭlବ ସୃଷ୍ଟି କରିବା ପରସ୍ପର ମଧ୍ୟ୍ୟ ରେ ଭାଇ ଚାରା ସୃଷ୍ଟି କରିବା କୁପଥ ସମାଜ କୁ ସୁପଥ ଆଣିବା ଭଗବତ ପ୍ରେମ ଜାଗ୍ରତ କରିବା ପାଇଁ ଯୁଗ ନିର୍ମାଣ ଶାନ୍ତିକୁଞ୍ଜ ହରିଦ୍ୱାର ଆନୁକୂଲ୍ୟରେ ନବକୁଣ୍ଡିୟ ଗାୟତ୍ରୀ ମାହାଯଜ୍ଞ ଯାଜପୁରରୋଡ଼ ଠାରେ ଦୁଇ ଦିନ ମହାସମାହର ଅନୁଷ୍ଠିତ ହେଉଛି ଗାଇତ୍ରୀ ମନ୍ତ୍ର ଧ୍ୱନିରେ ସହର ବାତାବରଣ ଭକ୍ତି ପରିବେଶ ସୃଷ୍ଟି ହେଉଛି l ସନ୍ଧ୍ୟାରେ ହରିଦ୍ୱାର ଋଷିପୁତ୍ର ଙ୍କ ଦ୍ଵାରା ପ୍ରବଚନ ଓ ଯୁଗସଙ୍ଗୀତ କାର୍ଯ୍ୟକ୍ରମ ରେ ଶୀତ କୁ ଭୁକ୍ଷପ ନ କରି ଆବାଳ ବୃଦ୍ଧ ବନିତା ହରି କଥନ ଶୁଣି ଭାବା ବିହୋଲ ହେଉ ପଡୁଛନ୍ତି l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button