ରାଜ୍ୟ

ଯାଜପୁର ଜିଲ୍ଲା ରେ ବିଜେପି ର ବିଦ୍ରୋହ ମନ ମୁଖି ପ୍ରାର୍ଥୀ ଚୟନ କୁ ବିଜେପି ଦୁଇ ଫାଳ – Ibnodisha

[ad_1]

ଯାଜପୁର : ଯାଜପୁର ଜିଲ୍ଲା ରେ ବିଜେପି ଦଳ ର ବିଦ୍ରୋହ କ୍ରମଶଃ ବୃଦ୍ଧି ପାଉଛି l ଚଳିତ ବିଧାନସଭା ସଭା ପାଇଁ ଦୀର୍ଘ ଦିନ ଧରି ବିଜେପି ଦଳ କୁ ସଂଘଠିତ କରି ଦଳ କୁ ସୁଦୁଢ଼ କରି ରଖି ଥିବା ନେତା ଙ୍କୁ ବିଜେଡି ଟିକେଟ ରୁ ବାଦ ଦିଆ ଯାଇ ଛି l ଆମଦାନୀ ହୋଇ ନେତା ଙ୍କୁ ଦଳ ର ହାଇକମାଣ୍ଡ ଗୁରୁତ୍ୱ ଦେଇଛି l ବିଜେପି ରେ ସାମିଲ ହେବାର 24 ଘଣ୍ଟା ମଧ୍ୟ୍ୟ ରେ ଚୟନ କରି ପାର୍ଥି ଘୋଷଣା କରି ଟିକେଟ ଦିଆ ଯାଇଛି l ଯଥା କୋରେଇ ଧର୍ମଶାଳାନିର୍ବାଚନ ମଣ୍ଡଳୀ ରେ ବିଜେଡି ଟକ୍କର ଦେବା ପାର୍ଥି କୁ ଗୁରୁତ୍ୱ ନ ଦେଇ କଂଗ୍ରେସ ରୁ ଆମଦାନୀ ହୋଇ ଥିବା ଜଣେ ନାରୀ ନେତ୍ରୀ କୁ ପ୍ରାର୍ଥୀ ଗୋଷଣା କରିଛି l ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ବିଜେପି ର କର୍ମୀ ବିରୋଧ କରି ରାଜ୍ୟ କାର୍ଯ୍ୟ lଳୟ ରେ ବିକ୍ଷୋଭ ପ୍ରର୍ଦଶନ କରି ଛି ଧର୍ମଶାଳା ରେ ବିଜେପି ଦୁଇ ଫାଳ l ଓ ଯାଜପୁର ନିର୍ବାଚନ ମଣ୍ଡଳୀ ରେ ବିଜେପି ଦଳ ର ବିଦ୍ରୋହ ଦେଖା ଯାଇଛିl ରାଜ୍ୟ ବିଜେପି କାର୍ଯ୍ୟାଳୟ ରେ ବିକ୍ଷୋଭ ପ୍ରଦର୍ଶ କରା ଯାଇ ବିଜେପି ରାଜ୍ୟ ନେତୃ ଵୁନ୍ଦ କୁ ଚାଲେଞ୍ଜ କରା ଯାଇଛି କୋରେଇ ନିର୍ବାଚନ ମଣ୍ଡଳୀ ରେବିଜେପି ର ଦୁଇ ଜଣ ଯୁବ ନେତା ବିଜେପି ସଂଘଟନ କରୁ ଥିଲେସେମାନଂକୁ ବିଜେପି ପ୍ରାର୍ଥୀ ହେବାର ସୁଯୋଗ ନ ଦେଇ ନାହିଁ କୋରେଇ ଦୁଇ ଯୁବ ନେତା ସାମନ୍ତରାୟ ଓ ପ୍ରତିଯୋଗିତା ମୂଳକ ସଭା ସମିତି କରୁ ଥିଲେ ସେମାନଙ୍କୁ ପ୍ରାର୍ଥୀ ହେବା ପାଇଁ ସୁଯୋଗ ନ ଦିଆ ଯାଇ ବିଜେଡି ଦଳ ପରିତ୍ୟାଗ କରି ପୂର୍ବ ତନ ବିଧାୟକ ଆକାଶ ଦାସ ନାୟକ ଙ୍କୁ ଦଳ ରେ ମିଶି ବାର ସଂଗେ ସଂଗେ କୋରେଇ ବିଧାନସଭା ପାଇଁ ନାମ ଘୋଷଣା କରି ଟିକେଟ ଦେଇ ଛି ଭାଜପା 3ଘୋଷ୍ଟି ବିଭକ୍ତ ହୋଇ ଛି ଦଳୀୟ କାର୍ଯ୍ୟାଳୟ ରେ ଦୁଇ ନେତା ଙ୍କ ସମର୍ଥକ ମାନେ ପ୍ରତିବାଦ କରିଛନ୍ତି l କିନ୍ତୁ ସେମାନେ ନିରାଶ ହୋଇ ଫେରି ଛନ୍ତି l ବିଜେପିର ରାଜ୍ୟ ନେତା ମାନଂକୁ ଚାଲେଞ୍ଜ କରି ଛନ୍ତି l ବିଜେପି କର୍ମୀ ମାନଙ୍କ ମନ ରେ ଅଶୋତୋଷ ଦେଖା ଯାଇଛି l ବିଜେପି ଦଳ ର ଆଦର୍ଶ କୁ କିଛି ନାହିଁ ବୋଲି କର୍ମୀ ମାନେ ଚର୍ଚ୍ଚା କରୁ ଛନ୍ତି l ବିଜେପି ଦଳ ଭାଗ ଭାଗ ହେବାକୁ ବସିଲାଣି କର୍ମୀ ମାନେ ବିଜେଡି ଓ କଂଗ୍ରେସ ଦଳ କୁ ଯିବା ପାଇଁ ମନସ୍ତ କରୁଛନ୍ତି l. ଯେଉଁ କର୍ମୀ ମାନେ କଂଗ୍ରେସ ଛାଡି ବିଜେପି ରେ ଯୋଗ ଦେଇ ଥିଲେ ସେମାନେ କଂଗ୍ରେସ ଦଳ କୁ ଫେରି ଯିବା ପାଇଁ ଇଚ୍ଛା ପ୍ରକାଶ କରୁ ଛନ୍ତି l ବିଜେପି ଦଳ ଛାମୁଆ କର୍ମୀ ବିଜେପି ଦଳ ର ନେତୃ ବୃନ୍ଦ କୁ ତୀବ୍ର ସମାଲୋଚନା କରୁ ଛନ୍ତି l ଯାଜପୁର ଜିଲ୍ଲା ରେ ବିଜେପି ର ଲୋକ ସଭା ପ୍ରାର୍ଥୀ ଙ୍କୁ ବିଜୟ ହେବା ପାଇଁ ବାଧକ ସାଜିବ ବୋଲି ଦଳୀୟ କର୍ମୀ ମାନେ ଖୋଳା ଖୋଲି ଆଲୋଚନା କରୁଛନ୍ତି l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button