ବର୍ବର କାଣ୍ଡ; ଛାତ୍ରଙ୍କ ଗୁପ୍ତାଙ୍ଗରେ ବାଡି ଭର୍ତ୍ତି କରିଦେଲେ – Ibnodisha
[ad_1]
ନୂଆଦିଲ୍ଲୀ: ଶିକ୍ଷାର ମନ୍ଦିରରେ ବର୍ବର କାଣ୍ଡ । କ୍ଲାସ ରୁମରେ ଡେକ୍ସ ବାଡେଇବାରୁ ଛାତ୍ରଙ୍କୁ ଆକ୍ରମଣ । ମାଡ ମାରିବା ସହ ନାବାଳକଙ୍କ ଗୁପ୍ତାଙ୍ଗରେ ବାଡି ଭର୍ତ୍ତି କରି ଦେଲେ ନାବାଳକ ଛାତ୍ର । ଏଭଳି ଅମାନୁଷିକ ଘଟଣା ଘଟିଛି ଦିଲ୍ଲୀର ଏକ ଘରୋଇ ବିଦ୍ୟାଳୟରେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ନାବାଳକ ଛାତ୍ରକୁ ଅଟକ ରଖି ପଚରାଉଚରା କରୁଛି । ପୀଡିତ ଛାତ୍ରଙ୍କ ବୟସ ୧୪ ବର୍ଷ। ସେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି । ଗତ ମାର୍ଚ୍ଚ ୧୮ ତାରିଖରେ ଏହି ଘଟଣା ଘଟିଥିଲା । ପୀଡିତ ଛାତ୍ର ଅଭିଯୋଗ କରିଛନ୍ତି ଯେ, ସ୍କୁଲରେ ହିନ୍ଦୀ ପରୀକ୍ଷା ମାର୍ଚ୍ଚ ୧୩ରେ ହୋଇଥିଲା ।
ସେହିଦିନ ମଧ୍ୟାହ୍ନ ଭୋଜନ ସରିବା ପରେ ସେ କ୍ଲାସରୁମରେ ଖେଳୁ ଖେଳୁ ଡେସ୍କ ବାଡେଇ ଦେଇଥିଲେ । ଏହି କାରଣରୁ, ତାଙ୍କ ଶ୍ରେଣୀରେ ପଢୁଥିବା ଅନ୍ୟ ଜଣେ ଛାତ୍ର କ୍ରୋଧିତ ହୋଇ ତାଙ୍କ ସହ ଝଗଡା କରିଥିଲେ । ଏହାପରେ ନାବାଳକ ଛାତ୍ରଙ୍କ ସହ ତାଙ୍କର କିଛି ସାଙ୍ଗ ପୀଡିତଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣା ଯାଇ ସ୍କୁଲ ଶିକ୍ଷକଙ୍କ ପାଖରେ ପହଞ୍ଚିଥିଲା । ଅଭିଯୋଗ ଶୁଣିବା ପରେ ଛାତ୍ର ମାନଙ୍କୁ ଶିକ୍ଷକ ବୁଝାଇ ଦେଇଥିଲେ । କିନ୍ତୁ ଆକ୍ରମଣ କରିଥିବା ଛାତ୍ରର ମନରେ କ୍ରୋଧ ରହିଥିଲା । ଯାହା ପର ମୁହୂର୍ତ୍ତରେ ଉଗ୍ରରୂପ ଧାରଣ କରିଥିଲା । ମାର୍ଚ୍ଚ ୧୮ ତାରିଖ ଦିନ ସ୍କୁଲରେ ସଂସ୍କୃତ ପରୀକ୍ଷା ଥାଏ । ଏହା ପୂର୍ବରୁ ଅଭିଯୁକ୍ତ ଛାତ୍ର ପୀଡିତ ଜଣଙ୍କୁ ଅନ୍ୟ ଏକ ସ୍ଥାନକୁ ଡାକିଥିଲେ । ପରେ ସେ ଆଉ କିଛି ଛାତ୍ର ତାଙ୍କୁ
[ad_2]