ରାଜନୀତି
ଜଳ ସଂରକ୍ଷଣ ଓ ବିନିଯୋଗ କରିବାରେ ରାଜ୍ୟ ସରକାର ବିଫଳ : ଭର୍ତ୍ତୃହରି – Ibnodisha
[ad_1]
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭର୍ତ୍ତୃହରି ମହତାବ । ଉତ୍ତର ଓଡିଶାରେ ୪ଟି ନଦୀ ଶୁଖିଲା, ମହାନଦୀ ପାଣି ପିଇବା ଯୋଗ୍ୟ ନୁହେଁ । ହୀରାକୁଦ ଜଳସ୍ତର କମିଛି, ରାଜ୍ୟ ସରକାର ଶିଳ୍ପକୁ ପାଣି ଯୋଗାଉଛନ୍ତି । ପ୍ରଥମେ ପାନୀୟ ଜଳ, ତାପରେ ଚାଷୀ, ଶେଷରେ ଶିଳ୍ପକୁ ପାଣି ଦେବା କଥା । କେନ୍ଦ୍ର ସରକାର ୫ ବର୍ଷରେ ୧୦ ହଜାର କୋଟି ଆବଣ୍ଟନ କରିଛନ୍ତି । ଜଳ ସଂରକ୍ଷଣ ଓ ବିନିଯୋଗ କରିବାରେ ରାଜ୍ୟ ସରକାର ବିଫଳ । ମହାନଦୀ ଉଭୟ ପଟେ ରହୁଥିବା କଟକବାସୀ ସବୁ ସମସ୍ୟା ଭୋଗୁଛନ୍ତି । ସମ୍ବଲପୁରରେ ହଇଜା ଓ କଟକରେ ଜଣ୍ଡିସ ସୂଚାଉଛି ଶାସନ ଠିକ୍ ଚାଲୁନି ବୋଲି କହିଲେ ଭର୍ତ୍ତୃହରି ।
ସିଇଓଙ୍କୁ ବିଜେପି ଫେରାଦ
[ad_2]