ଦେଶ

ଆଉ ନିର୍ବାଚନ ଲଢ଼ିବେନି ଏହି କଂଗ୍ରେସ ନେତା – Ibnodisha

[ad_1]

ନୂଆଦିଲ୍ଲୀ: ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ ବରିଷ୍ଠ କଂଗ୍ରେସ ନେତା ବିରପ୍ପା ମୋଇଲି। କର୍ଣ୍ଣାଟକାର ଚିକ୍କଲାପୁର ଲୋକସଭା ଆସନରୁ ଟିକେଟ ଆଶାୟୀ ଥ‌ିବା ମୋଇଲି ଶେଷରେ ନିରାଶ ହେବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି । ଚିକ୍କଲାପୁର ଆସନ ନିମନ୍ତେ ଟିକେଟ ରେସ୍‌ରେ ଥିଲେ ଭେଟରାନ କଂଗ୍ରେସ ଲିଡର ବିରସ୍କା ମୋଇଲି । ମାତ୍ର କଂଗ୍ରେସ ଦଳ ତାଙ୍କୁ ନିରାଶ କରି ରକ୍ଷା ରମେୟାଙ୍କୁ ଧରାଇଦେଲା ଟିକେଟ । ଏଥ‌ିରେ ଭାଙ୍ଗି ପଡ଼ିଥିବା ମୋଇଲି ଆଉ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଛନ୍ତି । ମାତ୍ର ଜଣେ ସାଧାରଣ କଂଗ୍ରେସ କର୍ମୀ ହିସାବରେ ରମେୟାଙ୍କ ନିମନ୍ତେ ପ୍ରଚାର କରିବେ ବୋଲି ସେ ଘୋଷଣା କରିଛନ୍ତି । ବିରମ୍ପା ମୋଇଲି ୧୯୯୨ ମସିହା ନଭେମ୍ବରରୁ ୧୯୯୪ ମସିହା ଡିସେମ୍ବର ପର୍ଯ୍ୟନ୍ତ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥ୍ଲେ। ଏହାବାଦ ଟଚଇ ସରକାରରେ ସେ ପେଟ୍ରୋଲିୟମ ମନ୍ତ୍ରୀ ପଦରେ ମଧ୍ଯ ଆସିନ ହୋଇଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button