ଦେଶ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୧ ମୃତ – Ibnodisha

[ad_1]

ଛତିଶଗଡ଼ : ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୩୦ ଜଣ କର୍ମଚାରୀ କମ୍ପାନୀରୁ କାମ ସାରି ବସ୍ ଯୋଗେ ଫେରୁଥିଲେ । ସେହି ସମୟରେ ବସର ଡ୍ରାଇଭର ଷ୍ଟିୟରିଂ ଉପରେ ନିୟନ୍ତ୍ରଣ ହରାଇବାରୁ ବସଟି ୪୦ ଫୁଟ ଗଭୀର ମୋହରମ ଖଣିରେ ଖସି ପଡ଼ିଥିଲା। ଯାହାଫଳରେ ଏଭଳି ଭୟାବହ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୧୧ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଙ୍କ ସହ ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ଫୋର୍ସର ଉଦ୍ଧାରକାରୀ ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତଙ୍କୁ ଉଦ୍ଧାର କରିଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button