ଦେଶ

ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର – Ibnodisha

[ad_1]

ନୂଆଦିଲ୍ଲୀ : ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର । ଆଇ.ଆଇ.ଟି ଗୈାହାଟି ହଷ୍ଟେଲରେ ଘଟିଛି ଏଭଳି କାଣ୍ଡ । ସୂଚନା ଅନୁଯାୟୀ, ଛାତ୍ର ଜଣଙ୍କ ଘର ବିହାରରେ ହୋଇଥିବା ତାଙ୍କର ବୟସ ୨୦ ବର୍ଷ ବୋଲି ଜଣାପଡିଛି । ସେ ସେଠାରେ ପ୍ରଥମ ବର୍ଷରେ ପାଠ ପଢୁଥିଲେ । ଏବଂ କୈାଣସି ଚାପ କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ତେବେ ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ପରିବାର ବର୍ଗ ଶିକ୍ଷାନୁଷ୍ଠାନର ଅବହେଳାକୁ ଦାୟୀ କରିଛନ୍ତି । ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button