ରାଜ୍ୟ

ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର – Ibnodisha

[ad_1]

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଶ୍ରିଭୁବନପୁରର ଏକ ଇଟା ଭଟା ନିକଟ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତାଙ୍କ ଦ୍ବିତୀୟ ସ୍ବାମୀ। ପ୍ରଥମ ସ୍ବାମୀ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଦ୍ବିତୀୟ ସ୍ବାମୀ। ଘଟଣାସ୍ଥଳରେ ପହଞ୍ଚି ଲେଫ୍ରିପଡ଼ା ଥାନା ପୁଲିସ ଛାନଭିନ ଆରମ୍ଭ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button