ରାଜନୀତି

ବିଜେଡି ଏବେ ବାଳୁତ ଜନତା ଦଳ : ଗୋଲକ – Ibnodisha

[ad_1]

ଭୁବନେଶ୍ୱର : ବିଜେଡି ବିରୋଧରେ ପରିବାରବାଦ ଆଣିଲେ ଅଭିଯୋଗ ଆଣିଲେ ଗୋଲକ ମହାପାତ୍ର । ବିଜେଡି ରାଜ୍ୟ ଉପସଭାପତ ଗୋଲକ ମହାପାତ୍ରଙ୍କ ପ୍ରତିକ୍ରିୟା । ବରିଷ୍ଠଙ୍‌କୁ ଅଣଦେଖା କରି ପୁଅମାନଙ୍କୁ ଟିକେଟ ଦେଉଛି ବିଜେଡି । ଆଉ କିଛି ଜାଗାରେ ଭଡାଟିଆଙ୍କୁ ଆଣି ଟିକେଟ ଦେଉଛି । ବିଜେଡି ଏବେ ବାଳୁତ ଜନତା ଦଳ ଓ ଭଡାଟିଆ ଜନତା ଦଳ ସାଜିଛି । ବିଜେଡି ଏବେ ପରିବାରବାଦ ମଧ୍ୟରେ ସୀମିତ । କଂଗ୍ରେସ ଭଳି ବିଜେଜି ମଧ୍ୟ ପରିବାରବାଦ ପାଇଁ ଲୋପ ହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button