Google ର ଫୁଲ୍ ଫର୍ମ କଣ ଅଟେ ! ଜାଣନ୍ତୁ ଏହିଭଳି 15+ ଗୁରୁତ୍ଵପୂର୍ଣ୍ଣ ଶବ୍ଦର ଫୁଲ୍ ଫର୍ମ
ବନ୍ଧୁଗଣ ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଆମେ ସମସ୍ତେ ଅଧିକାଂଶ ଶବ୍ଦର ସର୍ଟ ଫର୍ମ ବ୍ୟବହାର କରିଥାଉ । ହେଲେ ସେଥିମଧ୍ୟରୁ ଏହି ସବୁ ସର୍ଟ ଫର୍ମର ଫୁଲ ମିନିଙ୍ଗ ମଧ୍ୟ ଅନେକ ଜାଣିନଥାଉ । ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଜରୁରୀ ସର୍ଟ ଶବ୍ଦର ଫୁଲ ମିନିଙ୍ଗ ଆପଣଙ୍କୁ କହିବାକୁ ଯାଉଛୁ । ଯାହା ଆପଣଙ୍କ ପାଇଁ ହେଲ୍ପଫୁଲ ରହିବ ।
1- sms ର ଫୁଲ ଫର୍ମ କଣ ?
ଉତ୍ତର;- sms ର ଫୁଲ ଫର୍ମ ହେଉଛି short message service ।
2-mms ର ଫୁଲ ଫର୍ମ କଣ ?
ଉତ୍ତର;- mms ର ଫୁଲ ଫର୍ମ ହେଉଛି multimedia messaging service ।
3- atm ଫୁଲ ଫର୍ମ କଣ ?
ଉତ୍ତର;- atm ର ଫୁଲ ଫର୍ମ ହେଉଛି automated teller machine ।
4- wifi ର ଫୁଲ ଫର୍ମ କଣ ?
ଉତ୍ତର;- wifi ର ଫୁଲ ଫର୍ମ ହେଉଛି wireless fidelity ।
5- otp ର ଫୁଲ ଫର୍ମ କଣ ?
ଉତ୍ତର;- otp ର ଫୁଲ ଫର୍ମ ହେଉଛି one time password ।
6- news ର ଫୁଲ ଫର୍ମ କଣ ?
ଉତ୍ତର;- news ର ଫୁଲ ଫର୍ମ ହେଉଛି north east west south ।
7- sim ର ଫୁଲ ଫର୍ମ କଣ ?
ଉତ୍ତର;- sim ର ଫୁଲ ଫର୍ମ ହେଉଛି subscribe identification module ।
8- pan ର ଫୁଲ ଫର୍ମ କଣ ?
ଉତ୍ତର;- pan ର ଫୁଲ ଫର୍ମ ହେଉଛି permanent account number ।
9- google ର ଫୁଲ ଫର୍ମ କଣ ?
ଉତ୍ତର;- google ର ଫୁଲ ଫର୍ମ ହେଉଛି global organization of oriented group language of earth ।
10- kyc ର ଫୁଲ ଫର୍ମ କଣ ?
ଉତ୍ତର;- kyc ର ଫୁଲ ଫର୍ମ ହେଉଛି know your customer ।
11- ok ର ଫୁଲ ଫର୍ମ କଣ ?
ଉତ୍ତର;- ok ର ଫୁଲ ଫର୍ମ ହେଉଛି all correct ।
12- bye ର ଫୁଲ ଫର୍ମ କଣ ?
ଉତ୍ତର;- bye ର ଫୁଲ ଫର୍ମ ହେଉଛି be with you every time ।
13- www ର ଫୁଲ ଫର୍ମ କଣ ?
ଉତ୍ତର;- www ର ଫୁଲ ଫର୍ମ ହେଉଛି world wide web ।
14- ଡାକଘରର pin ର ଫୁଲ ଫର୍ମ କଣ ?
ଉତ୍ତର;- ଡାକଘରର pin ର ଫୁଲ ଫର୍ମ ହେଉଛି postal index number ।