ରାଜ୍ୟ
ଏଲ୍ଏଲ୍ବି ଷଷ୍ଠ ସେମିଷ୍ଟାର ପରୀକ୍ଷା ବାତିଲ – Ibnodisha

[ad_1]
ଭୁବନେଶ୍ୱର : ଏଲ୍ଏଲ୍ବି ଷଷ୍ଠ ସେମିଷ୍ଟାର ପେପର – ୧ ପରୀକ୍ଷା ବାତିଲ । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନ ୨୮ କଲେଜ ପରୀକ୍ଷା ବାତିଲ । ସିଲାବସ୍ ବାହାରୁ ପ୍ରଶ୍ନପତ୍ର ଆସିବା ଅଭିଯୋଗରେ ପରୀକ୍ଷା ବାତିଲ । ଆଜିର ପରୀକ୍ଷା ବାତିଲ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ।
ମଣିପୁରର ୧୧ଟି ବୁଥରେ ସାନିମତଦାନ ଆରମ୍ଭ
[ad_2]