ରାଜନୀତି

ରାସେଶ୍ୱରୀଙ୍କ ଇସ୍ତଫା ଦଳ ପାଇଁ କ୍ଷତିକାରକ:ରୋହିତ ପୁଜାରୀ – Ibnodisha

[ad_1]

ସମ୍ବଲପୁର:   ରାସେଶ୍ୱରୀଙ୍କ ଇସ୍ତଫା ଦଳ ପାଇଁ କ୍ଷତିକାରକ । ମାତ୍ର ଏହାର ପ୍ରଭାବ ଭୋଟ୍ ବ୍ୟାଙ୍କ୍ ଉପରେ ପଡିବନାହିଁ ।  ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୁଜାରୀ । ରୋହିତ କହିଛନ୍ତି, ରାସେଶ୍ୱରୀ ଦେବୀଙ୍କୁ ମାଆ ଭଳି ସମ୍ମାନ କରନ୍ତି । ଟିକେଟ୍ ମିଳିବା ପରେ, ତାଙ୍କୁ ଭେଟି ଆଶୀର୍ବାଦ ମଧ୍ୟ ନେଇଥିବା କହିଛନ୍ତି ରୋହିତ । ଏହାସହ ଦଳକୁ ଫେରିଆସିବାକୁ ତାଙ୍କୁ ଅନୁରୋଧ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button