ରାଜ୍ୟ

ଅସହ୍ୟ ତାତି : ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ସବୁ ଠାରୁ ଉତ୍ତପ୍ତ ସହର – Ibnodisha

[ad_1]

ଭୁବନେଶ୍ୱର : ପ୍ରଚଣ୍ଡ ଖରାରେ ରାଜ୍ୟବାସୀ ଛଟପଟ୍ ହେଉଛନ୍ତି। ମଙ୍ଗଳବାର ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ସବୁ ଠାରୁ ଉତ୍ତପ୍ତ ସହର। ୪୧.୮ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି। ଚାନ୍ଦବାଲି ୪୦.୪, ବାଲେଶ୍ୱର ୪୦.୩, ଝାରସୁଗୁଡା ୩୯.୫, ପାରାଦୀପ ୩୮.୮, ରାଉରକେଲା ୩୭.୯, କେନ୍ଦୁଝର ୩୭.୮ ଡିଗ୍ରୀ ରେକର୍ଡ କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button