ଦେଶ

ବରଫ ଝରଣାରେ ଫସି ଛାତ୍ର ମୃତ – Ibnodisha

[ad_1]

କିର୍ଗିଜସ୍ଥାନ : ପୁଣି ବିଦେଶରେ ପ୍ରାଣ ହରାଇଲେ ଭାରତୀୟ ଛାତ୍ର। କିର୍ଗିଜସ୍ଥାନରେ ଏକ ବରଫ ଝରଣାରେ ଫସି ଜେଣେ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି।

ସୂଚନା ମୁତାବକ, ମୃତ ଛାତ୍ର ଜଣକ ହେଲେ ୨୦ ବର୍ଷୀୟ ଡି. ଚନ୍ଦ୍ରୁ। ସେ ଜଣେ ମେଡିକାଲ ଛାତ୍ର ଥିଲେ। ସେ ରବିବାର ନିଜ ସାଙ୍ଗମାନଙ୍କ ସହ କିର୍ଗିଜସ୍ଥାନର ଏକ ଓ୍ୱାଟର୍‌ଫଲ୍‌ ତଥା ଝରଣା ଦେଖିବାକୁ ଯାଇଥିଲେ। କିନ୍ତୁ ସେଠାରେ ହଠାତ୍‌ ଚନ୍ଦ୍ରୁ ବରଫ ଝରଣା ଭିତରେ ଫଶି ଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button