ରାଜନୀତି
କଂଗ୍ରେସ ଛାଡିଲେ ଦୁଲାଲ ପ୍ରଧାନ – Ibnodisha

[ad_1]
ସମ୍ବଲପୁର : କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ୍ ପ୍ରଧାନ । ଦୁଲାଲଙ୍କଠାରୁ ଟିକେଟ ଫେରାଇ ନେବା ପରେ ଦଳ ଛାଡିଲେ ଦୁଲାଲ । ଏଆଇସିସି ସଭାପତି ଖଡ୍ଗେଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଛନ୍ତି । ଦୁଲାଲଙ୍କୁ ସମ୍ବଲପୁର ଲୋକସଭାରୁ ପ୍ରାର୍ଥୀ କରିଥିଲା କଂଗ୍ରେସ । କାଲି ଦୁଲାଲଙ୍କୁ ବଦଳାଇ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା ।
ରାଜ୍ୟରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
[ad_2]