IBN ଓଡ଼ିଶା ବ୍ୟୁରୋ

ପୁରୁଣା ରୁ ପୁରୁଣା କାଶ 5 ମିନିଟରେ ମୂଳରୁ ହେବ ଶେଷ, 6 ମାସର ଶିଶୁଠୁ ନେଇ 90 ବର୍ଷର ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ କାଶ ଥରକରେ ଭଲ ହୋଇଯିବ

ଜୀବନରେ ଅନେକ ପ୍ରକାରର ସମସ୍ଯା ଆସିଥାଏ । ସେହି ସମସ୍ୟାକୁ ନେଇ ସବୁବେଳେ ଚିନ୍ତାରେ ମଧ୍ୟ ରହିଥାଉ । ଶାରୀରିକ ସମସ୍ଯା ନେଇ ସମସ୍ତ ବ୍ୟକ୍ତି ସବୁବେଳେ ଚିନ୍ତାରେ ରୁହନ୍ତି । କିପରି ଜୀବନରେ କୌଣସି ସ୍ୱାସ୍ଥ୍ୟର ସମସ୍ଯା ନଆସୁ ଏହା ହି ସମସ୍ତେ ଚାହିଥାନ୍ତି । ସମସ୍ତ ମନୁଷ୍ୟଙ୍କୁତ ଥଣ୍ଡା ,କାଶ ,ଜ୍ଵର ଏହି ଭଳି ସମସ୍ଯା ଲାଗି ରହିଥାଏ । କାଶ ବୟସ୍କ ଠାରୁ ଆରମ୍ଭ କରି ଛୋଟ ଶିଶୁ ମାନଙ୍କ ପର୍ଯ୍ୟନ୍ତ ହୋଇଥାଏ ।

ଥଣ୍ଡାରୁ ମୁକ୍ତି ପାଇବାକୁ ହେଲେ ଏହି ଉପାୟ କରନ୍ତି ଯାହା ବହୁତ ଶୀଘ୍ର ଭଲ ହୋଇଯିବ । କାଶରୁ ମୁକ୍ତି ପାଇବା ପାଇଁ ପ୍ରଥମେ ଛୋଟ ଅଦା ନିଅନ୍ତୁ । ସେହି ଅଦାକୁ ଛୋଟ ଛୋଟ କରି କାଟି ରଖନ୍ତୁ । ଦ୍ବିତୀୟରେ ଫୁଲ ଲାଗିଥିବା ଚାରୋଟି ଲବଙ୍ଗ ନିଅନ୍ତୁ । ତୃତୀୟରେ ଦଶଟି ଗୋଲମରୀଚ ନିଅନ୍ତୁ । ଲବଙ୍ଗ ଓ ଗିଜୁରାତିକୁ ବହୁତ ଭଲ ଭାବରେ ଭାଜି ନିଅନ୍ତୁ ଯେପରି ଲବଙ୍ଗ ଗୁଜୁରାତିରୁ ଧୂଆଁ ବାହାରିବ । ତା ପରେ କଟିଥିବା ଅଦାକୁ କିଛି ସମୟ ପାଇଁ ଗରମ କରନ୍ତୁ ।

ଏହା ପରେ ଭଲ ଭାବରେ ଗରମ କରିଥିବା ଲବଙ୍ଗ ଓ ଗୁଜୁରାତିକୁ ଭାବ ଭାବରେ ଗୁଣ୍ଡ କରିଦିଅନ୍ତୁ । ଠିକ ସେହି ପରି ଅଦାକୁ ମଧ୍ୟ ବହୁତ ଭଲ ଭାବରେ ଛେଚି ଦିଅନ୍ତୁ । ଯଦି ଛୋଟ ପିଲାଙ୍କର କାଶ ହେଉଛି ତ ଚିମୁଟାଏ ଲବଙ୍ଗ ଓ ଗୁଜୁରାତି ଗୁଣ୍ଡ ନିଅନ୍ତୁ ସେଥିରେ ଅଧା ଚାମଚ ମହୁ ମିଶାଇ ଛୋଟ ପିଲାଙ୍କୁ ଚଟାଇ ଦିଅନ୍ତୁ । ଦେଖିବେ ବହୁତ ଶୀଘ୍ର କାଶରୁ ମୁକ୍ତି ମିଳିବ । ଯଦି କୌଣସି ବଡ ଲୋକ ବା ୨୦ ବର୍ଷରୁ ଅଧିକ ବଯସର ଲୋକଙ୍କର କାଶ ହେଉଛି ।

ଏକ ଚାମଚ ଲବଙ୍ଗ ଓ ଗୁଜୁରାତିର ଗୁଣ୍ଡ ନିଅନ୍ତୁ ,ସେଥିରେ ଅଧା ଚାମଚ ମହୁ ମିଶାନ୍ତୁ ଓ ଛେଚି ରଖିଥିବା ଅଦାର ରସକୁ ୫ରୁ ୧୦ ବୁନ୍ଦା ରସ ଏଥିରେ ମିଶାନ୍ତୁ । ଏହା କରିବା ଦ୍ଵାରା ଭୟଙ୍କରରୁ ଭୟଙ୍କର କାଶର ସମସ୍ଯା ଦୂର କରିଦେବ । ଛୋଟ ଶିଶୁଙ୍କର ମଧ୍ୟ କାସର ସମସ୍ଯା ଥିଲେ ବହୁତ ଶୀଘ୍ର ଏହି ସମସ୍ୟାରୁ ମୁକ୍ତି ମିଳିବ । ଥଣ୍ଡା ହୋଇଥିଲେ ମଧ୍ୟ ଏହି ଉପାୟର ପ୍ରୟୋଗ ଦ୍ଵାରା ବହୁତ ଶୀଘ୍ର ଥଣ୍ଡାରୁ ମୁକ୍ତି ମିଳିବ ।

ପ୍ରତୀ ଘରେ ଥଣ୍ଡା ,କାଶ ଲାଗି ରହିଥାଏ । ଋତୁର ପରିବର୍ତ୍ତନ ହେତୁ ସବୁବେଳେ ପ୍ରତେକ ବ୍ୟକ୍ତିଙ୍କୁ ଥଣ୍ଡା ,କାଶ ହୋଇଥାଏ । ବହୁତ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇଥାଉ । ବହୁତ ପ୍ରକାର ଔଷଧ ମଧ୍ୟ ଖାଇଥାଉ । ହେଲେ ବହୁତ ଡେରିରେ କାମ କରିଥାଏ । କିନ୍ତୁ ଏହି ଉପାୟ କରିବା ଦ୍ଵାରା ବହୁତ ଶୀଘ୍ର କାମ କରିଥାଏ ଓ କାଶରୁ ମୁକ୍ତି ମିଳିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button