IBN ଓଡ଼ିଶା ବ୍ୟୁରୋ

ରାସ୍ତା ଉପରେ ନାଚୁଥିଲେ, ଫାଡିହୋଇ ପଡିଲେ; ଭିଡିଓ ଦେଖି ହସି ହସି ଗଡିବେ

ବର୍ତ୍ତମାନ ଏହି କ୍ରମରେ ଆଉ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ନାଲି ରଙ୍ଗର ଶାଢି ପିନ୍ଧିଥିବା ଜଣେ ଗାଉଁଲି ମହିଳା ରାସ୍ତା ଉପରେ ଭିକି କୌଶଲଙ୍କ ତୌବା ତୌବା ଗୀତର ସିଗ୍ନେଚର ଷ୍ଟେପ୍ କପି କରୁଥିବା ଦେଖିବାକୁ ମିଳୁଛି। ସବୁଠାରୁ ମଜାଦାର କଥା ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ସହ ଯାହା ହେଉଛି ତାହା ଦେଖି ଆପଣ ବି ହସି ହସି ଗଡିଯିବେ।

ନାଚୁ ନାଚୁ ଫାଡିହୋଇ ପଡିଲେ

ନାଚୁ ନାଚୁ ଫାଡିହୋଇ ପଡିଲେ:

ଏହି ଭିଡିଓ ଦେଖିଥିବା କିଛି ଲୋକ କହୁଛନ୍ତି ଯେ ଏବେ ତୌବା ତୌବା ଗୀତର ଭୂତ ଲୋକଙ୍କ ମୁଣ୍ଡରେ ପଶିଛି। ଏହି ଭିଡିଓରେ ଦେଖିବା ପାରେ ଆପଣ ମଧ୍ୟ ତାହା ଅନୁଭବ କରିବେ। ଏହି ଭିଡିଓରେ ଜଣେ ମହିଳା ଅଭିନେତା ଭିକି କୌଶଲଲଙ୍କ ଗୀତ ତୌବା ତୌବାର ସିଗ୍ନେଚର ଷ୍ଟେପ୍ କପି କରୁଥିବା ନଜର ଆସିଛନ୍ତି। ଏହା ପରେ ସେ କଚାଡି ହୋଇ ପଡିଯାଆନ୍ତି ଆଉ ପୁଣି ଉଠି ନାଚିବାକୁ ଲାଗନ୍ତି।

ଅଳ୍ପକେ ବଞ୍ଚିଗଲେ:

ଏହି ଭିଡିଓ ଇନଷ୍ଟାଗ୍ରାମରେ mona_dance_ ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଡ୍ୟାନ୍ସ ଷ୍ଟେପ୍ କପି କରିବାକୁ ଚେଷ୍ଟା କରୁଥିବାବେଳେ ହଠାତ ଏହି ମହିଳାଙ୍କ ଗୋଡ ଖସିଗଲା ଆଉ ସେ ଫାଡିହୋଇ ପଡିଲେ। ସେ ରାସ୍ତାରେ ଯେମିତି ଭାବେ ପଡିଲେ ଲାଗୁଥିଲା ତାଙ୍କ ଗୋଡ ଭାଙ୍ଗିଯାଇଥାନ୍ତା ଆଉ ମୁହଁ ଫାଟି ଯାଇଥାନ୍ତା। ସେ ଏଥିରୁ ଅଳ୍ପକେ ବଞ୍ଚିଗଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button