ଦେଶ

ପ୍ରଥମ ପୋଷ୍ଟପାର୍ଟମ ମେଡିସିନକୁ ମିଳିଲା ଅନୁମୋଦନ; ଦୂର ହେବ ପ୍ରସବ ପରର ଅବସାଦ – Ibnodisha

[ad_1]

ନୂଆଦିଲ୍ଲୀ:  ଗର୍ଭାବସ୍ଥା କିମ୍ବା ପ୍ରସବ ପରର ଅବସାଦକୁ ଦୂର କରିବାର ପ୍ରଥମ ଔଷଧକୁ ଅନୁମୋଦନ ମିଳିଛି । ଆମେରିକାର ଏକ ନାମିଦାମୀ କମ୍ପାନୀ ଏହାକୁ ପ୍ରସ୍ତୁତ କରିଛି । ମାତୃତ୍ବ ଜଣେ ମହିଳା ପାଇଁ ସୌଭାଗ୍ୟର ବିଷୟ । କିନ୍ତୁ ଗର୍ଭାବସ୍ଥା ଅବଧି ସମୟ କିମ୍ବା ପ୍ରସବ ପରେ ଅଧିକାଂଶ ମହିଳା ମାନସିକ ଅବସାଦର ଶିକାର ହୋଇଥାନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button