IBN ଓଡ଼ିଶା ବ୍ୟୁରୋ
ପୁରୁଷ ଓ ସ୍ତ୍ରୀର ମିଳନରେ କାହାକୁ ଅଧିକ ଖୁସିମିଳେ, ଜାଣନ୍ତୁ

ପୁରୁଷ ମାନଙ୍କର ଶିଘ୍ର ପତନ ଯୋଗୁଁ ମହିଳା ମାନଙ୍କ ଆନନ୍ଦ ଅଧୁରା ରହେ ନାହିଁ କାହିଁକି ନା ପୁରୁଷ ର ସ୍ଖଳନ ପରେ ହିଁ ସ୍ତ୍ରୀ ର ଚରମ ତୃପ୍ତି ର ଅନୁଭୁତି ଆସେ ।ସାମାଜିକ ବିଚାର ରେ ଦେଖିବା ପାଇଁ ଗଲେ ଜଣେ ସ୍ତ୍ରୀ କେବଳ ଜଣେ ପୁରୁଷ ସହିତ ସଂମ୍ପର୍କ ରଖି ପାରିବ । ହେଲେ ଅନ୍ୟ ପୁରୁଷ ମାନଙ୍କ ଆକର୍ଶଣ ସେହି ସ୍ତ୍ରୀ ଚାହିଁଲେ ବି ରୋକି ପାରିବ ନାହିଁ ।
ହେଲେ ପୁଅ ମାନଙ୍କ ଦ୍ୱାରା ଏହା ସମ୍ଭବ ହୋଇ ପାରେ ନାହିଁ । ଝିଅ ମାନଙ୍କୁ ପ୍ରକୃତି ଏଥି ପାଇଁ ଭାଗ୍ୟ ଶାଳୀ ବନେଇଛି ଯେ ଝିଅ ମାନେ ଚରମ ସୁଖ ର ମଜା ବାରମ୍ଭାର ନେଇ ପାରନ୍ତି । ହେଲେ ପୁଅ ମାନେ ଚରମ ସୁଖ ର ମାଜା ମାତ୍ର ଥରେ ନେଇ ଥାନ୍ତି ।
ଏମିତି ଜଣା ଯାଏ କି ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ଚାରି ଗୁଣ ଆନନ୍ଦ ପ୍ରାପ୍ତି କରି ପାରନ୍ତି । ଯଦି ପୁରୁଷ ଗୋଟିଏ ସ୍ତ୍ରୀ ସହିତ ଥରେ ଶାରୀରିକ ସଂମ୍ପର୍କ ବନେଇ ଥାଏ । ତେବେ ସେହି ସମୟରେ ମହିଳା ମାନେ 10 ଥର ଚରମ ସୁଖ ର ଲାଭ ଉଠେଇ ଥାନ୍ତି ।