IBN ଓଡ଼ିଶା ବ୍ୟୁରୋ

କେବଳ ଏହି 2 ଟି ଶବ୍ଦ ସଂପୂର୍ଣ୍ଣ ଜୀବନକୁ ବଦଳାଇ ଦେବ… ଶୋଇବା ପୂର୍ବରୁ କହିଦିଅନ୍ତୁ, ସବୁ ଆର୍ଥିକ ସଙ୍କଟରୁ ମୁକ୍ତି !

ମାନବ ଜୀବନ ଈଶ୍ଵରଙ୍କର ବରଦାନ ହୋଇଥାଏ । ଇଶ୍ଵରଙ୍କ କୃପାରୁ ମାନବ ଜୀବନରେ ବହୁତ କିଛି ଉତ୍ଥାନ ଓ ପତନ ମଧ୍ୟ ଘଟିଥାଏ । ତେବେ ଅନେକ ସମୟରେ ମନୁଷ୍ୟ ଜୀବନରେ କେତେକ ଦିବ୍ୟଶକ୍ତିର ଆଭାସ ହୋଇଥାଏ । ଯାହା ଦ୍ଵାରା ଆମକୁ ଆମ ଜୀବନରେ ଆମ ଲକ୍ଷ୍ୟସ୍ତଳରେ ପହଞ୍ଚିବାକୁ ସାହାଜ୍ଯ କରିଥାଏ । ତେବେ ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ଯେ ଯେଉଁ ଲୋକ ସଚ୍ଚା ମନରେ କୌଣସି ସତ କର୍ମ କରିଥାଏ । ସେହି ବ୍ୟକ୍ତିକୁ ତାହାର ପୂଣ୍ୟଫଳ ଖୁବ ଶୀଘ୍ର ପ୍ରାପ୍ତ ହୋଇଥାଏ ।

 

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିପରି କିଛି କହିବା ପାଇଁ ଯାଉଛୁ । ଯଦି ଆପଣ ମାନେ ମଧ୍ୟ ସଚ୍ଚା ମନରେ ରାତିରେ ଶୋଇବା ପୂର୍ବରୁ ଏହି 2 ଶବ୍ଦକୁ କହିକି ଶୁଅନ୍ତି । ତେବେ ସେଥିଦ୍ଵାରା ଆପଣଙ୍କ କୌଣସି ବି ମନବାଞ୍ଛା ଖୁବ ଶୀଘ୍ର ପୂରଣ ହୋଇଯାଇଥାଏ । ତେବେ ତାହା କଣ ଯାହା ଆମେ ଆଜି ଆପଣଙ୍କୁ କହିବାକୁ ଚାଲନ୍ତୁ ଜାଣିବା ।

ତେବେ ପ୍ରଥମ ଶବ୍ଦଟି ହେଉଛି ଶ୍ରୀକୃଷ୍ଣ । ବନ୍ଧୁଗଣ ଶ୍ରୀକୃଷ୍ଣ ଶବ୍ଦଟି ହିଁ ଏକ ପ୍ରକାର ମନ୍ତ୍ର ହୋଇଥାଏ । ଶ୍ରୀକୃଷ୍ଣ ନାମ ବାରମ୍ବାର ଜପ କରିବା ଦ୍ଵାରା ମାନବ ଜୀବନର ସବୁ କଷ୍ଟ ଲାଭବ ହୋଇଥାଏ । କାରଣ ଏହି ନାମରେ ସଂପୂର୍ଣ୍ଣ ଜଗତ ଲୀନ ହୋଇଥାଏ । ତେଣୁ ଏହି ଶ୍ରୀକୃଷ୍ଣ ନାମକୁ ଯଦି ବ୍ୟକ୍ତି 108 ଥର ଦିନକୁ ଜପ କରିଥାଏ । ତେବେ ସେଥିରୁ ତାହାକୁ ବହୁତ ପୂଣ୍ୟଫଳ ମିଳିଥାଏ ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button