ରାଜ୍ୟ

ପିପିଲି ପରେ ଡେଲାଙ୍ଗରେ ବାର୍ଡ ଫ୍ଲୁ: କୁକୁଡ଼ା ଚିଆଁ ମାରିଲା ପ୍ରଶାସନ

ପିପିଲି: ପିପିଲି ପରେ ଏବେ ନିମାପଡା ଡେଲାଙ୍ଗ ବାର୍ଡ ଫ୍ଲୁ ସନ୍ଦେହ ସୃଷ୍ଟି ହୋଇଛି। ଇତିମଧ୍ୟରେ ହଜାର ହଜାର କୁକୁଡ଼ା ମଲେଣି। ନିମାପଡା ଓ ଡେଲାଙ୍ଗରୁ କୁକୁଡ଼ାଙ୍କ ନମୁନା ପରୀକ୍ଷା ପାଇଁ ଭୋପାଳ ପଠାଯାଇଛି। ସରକାରୀ କେନ୍ଦ୍ରରେ ୩୪୮୪ ଟି ନମୁନାର ପରୀକ୍ଷା ଜାରି ରହିଛି।

ପିପିଲି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଜ୍ୱର କାଶ ଓ ଥଣ୍ଡା ବ୍ୟାପିବାରେ ଲାଗିଛି।

ଲୋକଙ୍କୁ ସଚେତନତା କରାଇବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି।

ସତ୍ୟବାଦୀରେ ୧୪୭୮୭ ଓ ପିପିଲିରେ ୧୪୧୨୪ଟି କୁକୁଡ଼ା ସଂକ୍ରମିତ ଅଞ୍ଚଳରୁ ଆରଆରଟି ମାରିଲେଣି । ପିପିଲିରେ ବାର୍ଡ ଫ୍ଲୁ ଅଣାୟତ୍ତ ହୋଇଛି। ଫାର୍ମ ନିକଟକୁ ରାପିଡ଼ ରେସପନ୍ସ ଟିମ ଯାଉନାହାନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button