IBN ଓଡ଼ିଶା ବ୍ୟୁରୋ

ଝିଅ ମାନଙ୍କ ଚାଲିବା ଷ୍ଟାଇଲରୁ ଜାଣନ୍ତୁ ସେମାନେ କିପରି ? ସେମାନଙ୍କ ସ୍ଵଭାବ ଓ ଚରିତ୍ର କିପରି ?

। ଆମ ସମାଜ ରେ ପ୍ରତ୍ଯେକ ବ୍ୟକ୍ତି ର ଚାଲିବା ଢଙ୍ଗ କିଛି ବିଶେଷ ପ୍ରକାରର ହୋଇଇଥା ଏ। ସେହିଠାରେ ଯଦି ଆମେ ମହିଳା ମାନଙ୍କର କଥା ଆଲୋଚନା କରିବା ତେବେ ସେମାନଙ୍କର ଚାଲିବା ଶୈଳୀ ମଧ୍ୟ କିଛି ଭିନ୍ନ ପ୍ରକାରର ହୋଇଥାଏ । ବନ୍ଧୁଗଣ ଆପଣ ମାନେ ଆଜିର ଏହି ପୋଷ୍ଟ ସାହାର୍ଯ୍ୟରେ ମହିଳା ମାନଙ୍କର ଚାଲି ରୁ ସେମାନଙ୍କର ସ୍ଵଭାବ ଓ ଆଚରଣ ବିଷୟରେ ଜାଣି ପାରିବେ ।

 

କିଛି ମହିଳା ମାନକର ଚାଲି ଧୀରେ ଧୀରେ ହୋଇଥିବା ସମୟରେ କିଛି ମହିଳା ମାନଙ୍କର ଚାଲି ଖୁବ ଜୋର ଜୋର ହୋଇଥାଏ । ପୁଣି କିଛି ମହିଳା ମାନେ ରାସ୍ତାରେ ଚାଲିବା ସମୟରେ ଚୁପ ରହିବାକୁ ପସନ୍ଦ କରୁଥିବା ସମୟରେ କିଛି ମହିଳା ମାନେ କଥା କହି କହି ଚାଲିବାକୁ ପସନ୍ଦ କରିଥାନ୍ତି ।

ପୁଣି କିଛି ଏପରି ମଧ୍ୟ ଅଛନ୍ତି ଯେଉଁ ମାନେ କି ଗୀତ ଶୁଣି ଶୁଣି ଯାଉଥିବା ସମୟରେ କିଛି ନିଜ ମଥା କୁ ତଳକୁ ନୂଆଁଇ କିଛି ଚିନ୍ତା କରି ଚାଳିଥାନ୍ତି, ପୁଣି କିଛି ନିଜ ଅନ୍ଟା କୁ ହଲାଇ ହଲାଇ ଏକ ଅଲଗା ପ୍ରକାର ଭଙ୍ଗି ରେ ହିଁ ଚାଲିଥାନ୍ତି । ବନ୍ଧୁଗଣ ଯାଞ୍ଚରୁ ଜଣା ପଡିଛି କି ମହିଳା ମାନଙ୍କର ଚାଲିର ସ୍ଵଭାବ ଦେଖି ସେମାନଙ୍କର ସ୍ଵଭାବ ସମ୍ବନ୍ଧ ରେ ଜାଣି ହୋଇଥାଏ ।

 

ବନ୍ଧୁଗଣ ଯେଉଁ ଝିଅ ମାନେ ଜୋର ଜୋର ରେ ଚାଲିଥାନ୍ତି, ସେହି ଝିଅ ମାନେ ଖୁବ  ପରିଶ୍ରମୀ ହେବା ସହ ଏମାନେ କୌଣସି କାମ କୁ ଅସମ୍ପୂର୍ଣ୍ଣ ଛାଡି ନଥାନ୍ତି । ଏହି ଝିଅ ମାନଙ୍କୁ ସହଜରେ ପଟାଇବା ସମ୍ଭବ ହୋଇନଥାଏ । ଏହାସହ ଏହି ଝିଅ ମାନେ ନିଜ ପରିବାର ପାଇଁ ସବୁବେଳେ ସମର୍ପିତ ହୋଇ ରହିଥାନ୍ତି ।

ଦ୍ଵିତୟରେ ଯେଉଁ ଝିଅ ମାନେ ଧିରେ ଧିରେ ଚାଲନ୍ତି, ସେମାନେ ଏକୁଟିଆ କେଉଁଠିକୁ ଯିବା କୁ ଅଧିକ ପସନ୍ଦ କରି ନଥାନ୍ତି । ତାହାସହ ଏହି ମାନେ ଖୁବ ସାହଜ ରେ ସମସ୍ତ ଙ୍କ ଉପରେ ବିଶ୍ବାସ କରି ଦେଇଥାନ୍ତି । ତାହାଛଡା ଏହି ମାନେ ଅଧିକ ସ୍ଵାର୍ଥୀ ସ୍ଵଭାବର ହୋଇ ନଥାନ୍ତି । ଓ ଏମାନେ ସବୁବେଳେ ଅନ୍ୟ କୁ ସାହାର୍ଯ୍ୟ କରିବାକୁ ପସନ୍ଦ ମଧ୍ୟ କରିଥାନ୍ତି । ଏହାସହ ଏମାନେ ସବୁକାମ କୁ ଧିରେ ଧିରେ କରିବାକୁ ପସନ୍ଦ କରନ୍ତି । କିନ୍ତୁ କରୁଥିବା କାମ କୁ ସଫଳତାର ସହ ପୂର୍ଣ୍ଣ ମଧ୍ୟ କରିଥାନ୍ତି ।

 

ତୃତୀୟରେ ଯେଉଁ ମହିଳା ମାନେ ଚାଲିବା ସମୟରେ ଚୁପ ଚାପ ଚାଲିବାକୁ ଅଧିକ ପସନ୍ଦ କରନ୍ତି ନାହିଁ  ଓ ଯେଉଁ ମାନେ ଚାଲିବା ସମୟରେ ନିଜର ଚିହ୍ନା ଲୋକ ମାନଙ୍କୁ ଦେଖିଲେ ସେମାନଙ୍କୁ ହାଏ ହେଲୋ କହି ସମ୍ବୋଧନ କରିଥାନ୍ତି, ସେମାନେ ଟିକେ ଚଳ ଚଞ୍ଚଲ ସ୍ଵଭାବର ହୋଇଥାନ୍ତି । ସମାଜରେ ନିଜର ପ୍ରତିଷ୍ଠା କିପରି ରହିବ, ସେ ତାହା ଭଲ ଭାବରେ ଜାଣିଥାନ୍ତି ।

ଏହାସହ ଏହି ମାନଙ୍କର ହୃଦୟ ମଧ୍ୟ ଖୋଲା ହୋଇଥାଏ । ଯେଉଁମାନେ ଚାଲିବା ବେଳେ କଥା ହୋଇ ହୋଇ ଚାଲନ୍ତି, ସେମାନେ ମଲ୍ଟି ଟାସ୍କ କରିବା ସ୍ଵଭାବର ହୋଇଥାନ୍ତି । ଏମାନେ ନିଜର ସମୟ କେଉଁଠି କେଉଁ ଭାବରେ ଦିଅନ୍ତି , ତାହା ଏମାନେ ଭଲ ଭାବରେ ଜାଣି ନଥାନ୍ତି ।

 

କିନ୍ତୁ ଏମାନେ ଜିଦି ସ୍ଵଭାବର ମଧ୍ୟ ହୋଇଥାନ୍ତି । ଯେଉଁ ମାନେ ଭାବି ଭାବି ରାସ୍ତା ରେ ଚାଲିଥାନ୍ତି, ସେମାନଙ୍କ ଠାରେ ରଚନାତ୍ମକ ଗୁଣ ଅଧିକ ମାତ୍ରରେ ଦେଖିବାକୁ ମିଳିଥାଏ । ଯେଉଁ ମାନେ ଜୋର ଜୋର କରି ନିଜ ପାଦ କୁ ପିଟି ପିଟି ଚାଲିଥାନ୍ତି ସେମାନେ ରାଗି ସ୍ଵଭାବର ହୋଇଥାନ୍ତି । ଯେଉଁ ମାନେ ନିଜ ଅଣ୍ଟା କୁ ବଙ୍କାଇ ବଙ୍କାଇ ଚାଲନ୍ତି, ସେମାନଙ୍କୁ ସବୁବେଳେ ଅନ୍ୟକୁ ନିଜ ଆଡକୁ ଆକର୍ଷଣ କରିବାକୁ ଭଲ ଲାଗିଥାଏ,

ଏହାଛଡା ଏହି ମହିଳା ମାନେ ବଫାଦାର ହୋଇ ନଥାନ୍ତି, କିନ୍ତୁ ଏମାନଙ୍କ ର ହୃଦୟ ସଫା ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button