IBN ଓଡ଼ିଶା ବ୍ୟୁରୋ

ସ୍ତ୍ରୀଙ୍କ ଶରୀରରେ ଥିଲେ ଏହି 3 ଟି ଲକ୍ଷଣ, ସେମାନେ ହୋଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ, ବିବାହ ପରେ ଖୋଲିଯାଏ ସ୍ବାମୀଙ୍କ ଭାଗ୍ୟ

। ସୂଚନା ଅନୁସାରେ ନାରୀ ମାନେ ସାକ୍ଷାତ ଦେବୀ ମା’ ଙ୍କର ଅଂଶ ହୋଇଥାନ୍ତି । ଏହା ସହିତ ନାରୀ ମାନେ ନିଜ ବାପ ଘର ଓ ଶାଶୁ ଘର ପାଇଁ ମଧ୍ୟ ଲକ୍ଷ୍ମୀ ସଦୃଶ ହୋଇଥାନ୍ତି । ନାରୀ ମାନଙ୍କ ପାଖରେ କିଛି ଏପରି ବିଶେଷତା ରହିଥାଏ । ଯାହାକୁ ଦେଖି ଅନ୍ୟ ଲୋକ ମାନେ ନାରୀର ଗୁଣ, ସ୍ଵଭାବ ଓ ଚରିତ୍ର ବିଷୟରେ ଅବଗତ ହୋଇଯାଇଥାନ୍ତି । ନାରୀର ଶରୀରରେ ଏହିପରି କିଛି ଅଙ୍ଗକୁ ଦେଖିକରୀ କିମ୍ବା ଚିହ୍ନକୁ ଜାଣିକରି ମଧ୍ୟ ନାରୀ ଘର ପାଇଁ ଶୌଭାଗ୍ୟଶାଳୀ କି ନୁହେଁ ଆପଣ ଜାଣିପାରିବେ ।

 

ଯେଉଁ ନାରୀ ମାନଙ୍କରେ ବାମ ଗାଲରେ କଳାଜାଇ ରହିଥାଏ । ସେମାନେ ଖାଦ୍ୟ ଖାଇବାରେ ଅଧିକ ରୁଚି ରଖିବା ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ସମସ୍ତଙ୍କୁ ଖୁଆଇବାରେ ମଧ୍ୟ ଇଚ୍ଛା ରଖିଥାନ୍ତି । ଯେଉଁ ମହିଳା ମାନଙ୍କର ନଖର ରଙ୍ଗ ଗୋଲାପୀ, ସୁନ୍ଦର ଓ ଚମକିଲା ସେମାନେ ନିଜ ପରିବାରର ସମସ୍ତଙ୍କର ଉତ୍ତମ ଭାବେ ଯତ୍ନ ନେବା ପାଇଁ ପସନ୍ଦ କରିଥାନ୍ତି ।

ଏମାନଙ୍କର ଚରିତ୍ର ଭଲ ହେବା ସହ ଏମାନେ ନିଜ ସ୍ଵାମୀକୁ ଅଧିକ ମାତ୍ରାରେ ପ୍ରେମ କରିଥାନ୍ତି ।ଯେଉଁ ମହିଳାର ପାଦର ମଧ୍ୟମା ଆଙ୍ଗୁଳୀ ବଡ ହୋଇଥାଏ । ଏପରି ମହିଳାକୁ ବିବାହ କରିବା ଦ୍ଵାରା ତାଙ୍କ ସ୍ଵାମୀର ଦୁର୍ଭାଗ୍ୟ ଆସିଥାଏ । ଲମ୍ବା ନାକ ଥିବା ନାରୀ ମାନେ ସବୁ ପରିସ୍ଥିତିକୁ ଶାନ୍ତ ଭାବେ ସମାଧାନ କରିବା ସକ୍ଷମତା ଏମାନଙ୍କ ପାଖରେ ରହିଥାଏ ।

 

ଏମାନେ ଅଧିକ ଖର୍ଚି ସ୍ଵଭାବର ହେବା ସହିତ ଏମାନଙ୍କ ଖର୍ଚ କେବେ ମଧ୍ୟ ବୃଥା ଯାଇନଥାଏ । ହାତର ଆଙ୍ଗୁଠି ଗୁଡିକ ଲମ୍ବା ଥିବା ନାରୀ ମାନେ ବୁଦ୍ଧିମତୀ ହୋଇବା ସହ ପାଠ ପଢାରେ ଏମାନଙ୍କର ଅଧିକ ମାତ୍ରାରେ ରୁଚି ରହିଥାଏ । ଯେଉଁ ନାରୀ ମାନଙ୍କର ପାଦ ଅଧିକ କୋମଳ, ନରମ ଓ ଗୁଲାପୀ ରଙ୍ଗର ହୋଇଥାଏ । ସେହି ମହିଳା ମାନେ ନିଜ ସ୍ଵାମୀକୁ ନିଜ ପ୍ରତି ବହୁତ ଶୀଘ୍ର ଆକର୍ଷୀତ କରିଦେଇଥାନ୍ତି ।

ଯେଉଁ ମହିଳା ମାନଙ୍କର ପାଦ ତଳେ ତ୍ରିକୋଣୀୟା ଚିହ୍ନ ରହିଥାଏ । ସେମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି । ଏହି ନାରୀଙ୍କୁ ବିବାହ କରୁଥିବା ଲୋକ କେବେ ମଧ୍ୟ ନିଜ ଜୀବନରେ ନିରାଶ ହୋଇନଥାଏ । ହରିଣୀ ଆଖି ସଦୃଶ ବଡ ବଡ ଆଖି ଥିବା ନାରୀ ମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

 

ଏମାନଙ୍କର ତାଙ୍କ ପାର୍ଟନର ସହିତ ଉତ୍ତମ ବୁଝାମଣା ସହ ଭଲ ସମ୍ପର୍କ ରହିଥାଏ । ନାକ ପାଖରେ କଳାଜାଇ ରହିଥିବା ଝିଅଙ୍କର ଭାଗ୍ୟ ବହୁତ ଭଲ ରହିଥାଏ । ଯେଉଁ ନାରୀ ମାନଙ୍କର କଳା, ଘନ ଓ ସୁନ୍ଦର କେଶ ରହିଥାଏ । ସେହି ମହିଳା ମାନଙ୍କୁ ଲକ୍ଷ୍ମୀମନ୍ତର ଆକ୍ଷା ମିଳିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button