IBN ଓଡ଼ିଶା ବ୍ୟୁରୋ

ପାପାଙ୍କ ପରୀ ହୋଇଥାନ୍ତି ଏହି 4 ଟି ନାମର ଝିଅ, ଜୀବନରେ ସବୁଠୁ ଅଧିକ ସୁଖୀ

। ପ୍ରତ୍ଯେକ ଘରେ ମା ମାନଙ୍କର ପ୍ରିୟା ପୁଅ ହୋଇଥିବା ବେଳେ ବାପା ମାନଙ୍କର ପ୍ରିୟା ଝିଅ ମାନେ ହୋଇଥାନ୍ତି । ଦୁନିଆର ସବୁ ପିତା ମାନଙ୍କ ପାଇଁ ସେମାନଙ୍କର ଝିଅ ଦୁନିଆର ସବୁଠାରୁ ପ୍ରିୟ ହୋଇଥାଏ । କିନ୍ତୁ କିଛି ଝିଅ ଏପରି ଥାନ୍ତି, ଯେଉଁ ମାନଙ୍କୁ କି ସେମାନଙ୍କର ବାପା ତାଙ୍କ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଇଥା’ନ୍ତି । ସେମାନଙ୍କର ବାପା ସେମାନଙ୍କ ମୁହଁ ରେ କେବେ ମଧ୍ୟ ଉଦାସି ଦେଖି ପାରି ନଥା’ନ୍ତି ।

 

ଏପରିକି ସେମାନଙ୍କର ବାପା ସେମାନଙ୍କର ପ୍ରତ୍ଯେକ ଇଚ୍ଛା କୁ ପୂରଣ କରିଥାନ୍ତି । କିନ୍ତୁ ବନ୍ଧୁଗଣ ଏହି ଝିଅ ମାନଙ୍କର ବାପା ମାନେ ଏମାଙ୍କୁ ଏତେ ଭଲ ପାଇବାର ରହସ୍ୟ ହେଉଛି ଏହି ଝିଅ ମାନେ ମଧ୍ୟ ସେମାନଙ୍କର ବାପା ଙ୍କର ପ୍ରତ୍ଯେକ କଥା କୁ ମାନି ଥାନ୍ତି । ତାହାସହ ବାପା ଙ୍କର ଖୁବ ଯତ୍ନ ମଧ୍ୟ ନେଇଥାନ୍ତି । ଯାହା କାରଣ ରୁ ଏହି ଝିଅ ମାନେ ବାପା ଙ୍କର ଅଧିକ ଗେଲ୍ହା ହୋଇଥାନ୍ତି ।

ବନ୍ଧୁଗଣ ସେହି ଝିଅ ମାନଙ୍କ ମଧ୍ୟରୁ ପ୍ରଥମ ଟି ହେଉଛି A । ଯେଉଁ ଝିଅ ମାନଙ୍କର ନାମ A ଅକ୍ଷର ରୁ ଆରମ୍ଭ ହୋଇଥାଏ, ସେମାନେ ତାଙ୍କର ବାପା ଙ୍କର ପିଲା ଦିନ ରୁ ହିଁ ଅଧିକ ସ୍ନେହ କରିଥାନ୍ତି । ଏମାନଙ୍କର ବାପା ଏମାନଙ୍କର ପ୍ରତ୍ଯେକ ଇଚ୍ଛା କୁ ପୂରଣ କରିଥାନ୍ତି । ପ୍ରତ୍ଯେକ ସ୍ଥାନ ରେ ସେମାନଙ୍କ ସହ ଛିଡା ହୋଇ ରହିଥାନ୍ତି ।

 

ଏହାର ଏକ କାରଣ ହେଉଛି ଏହି ଝିଅ ମାନେ ମଧ୍ୟ ମା ଠାରୁ ଆଧିକ ନିଜ ବାପା ଙ୍କର ଯତ୍ନ ନେଇଥାନ୍ତି । ଯାହାଫଳ ରେ ଏମାନଙ୍କ ମଧ୍ୟରେ ସମ୍ପର୍କ ଟି ନିବିଡ ହୋଇ ଯାଇଥାଏ । ଦ୍ଵିତୀୟ ରେ ବନ୍ଧୁଗଣ ଯେଉଁ ଝିଅ ମାନଙ୍କର ନାମ S ରେ ହୋଇଥାଏ, ସେମାନେ ମଧ୍ୟ ସେମାନଙ୍କ ବାପା ଙ୍କର ବହୁତ ଅଧିକ ଗେଲ୍ହା ହୋଇଥାନ୍ତି ।

ଏହି ଝିଅ ମାନଙ୍କ ପାଇଁ ମଧ୍ୟ ସେମାନଙ୍କର ବାପା ସେମାନଙ୍କର ହିରୋ ହୋଇଥାନ୍ତି । ଯେଉଁ ଝିଅ ମାନଙ୍କର ନକମ P ରେ ହୋଇଥାଏ, ସେମାନେ ମଧ୍ୟ ସେମାନଙ୍କ ବାପା ଙ୍କର ଜୀବନ ହୋଇଥାନ୍ତି । ଏହି ଝିଅ ମାନେ ମଧ୍ୟ ସେମାନଙ୍କ ବାପା ଙ୍କର ହୃଦୟ ର କଥା ଅତି ସହଜ ରେ ଜାଣି ଦେଇଥାନ୍ତି ।

 

ଏହି କାରଣ ରୁ ସେମାନଙ୍କର ବାପା ଙ୍କର ସେମାନେ ଅଧିକ ଗେଲ୍ହା ହୋଇଥାନ୍ତି । ଚତୁର୍ଥ ରେ ଯେଉଁ ଝିଅ ମାନଙ୍କର ନାମ T ଅକ୍ଷର ରେ ହୋଇଥାଏ, ସେମାନଙ୍କ ପାଇଁ ମଧ୍ୟ ସେମାନଙ୍କ ବାପା ଦୁନିଆ ର ସବୁଠାରୁ ଶ୍ରେଷ୍ଠ ବାପା ହୋଇଥାନ୍ତି । ଏହି ଝିଅ ମାନଙ୍କର ବାପା ଏହି ଝିଅ ମାନଙ୍କ ଆଖିରେ କେବେ ହେଲେ ପାଣି ଆସିବାକୁ ଦିଅନ୍ତି ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button