IBN ଓଡ଼ିଶା ବ୍ୟୁରୋ

କେବଳ 2 ଟି କ୍ୟାପସୁଲ ପ୍ରତିଦିନ ଖାଆନ୍ତୁ, ହାର୍ଟ, କୋଲୋଷ୍ଟ୍ରୋଲ ଓ ଚର୍ମ ଓ ହାଡ ଜନିତ ସମସ୍ଯା ସବୁଦିନ ପାଇଁ ଗାୟବ ହୋଇଯିବ

। ବନ୍ଧୁଗଣ କଣ ଆପଣ ଜାଣିଛନ୍ତି କି ଓମେଗା-୩ ଫ୍ୟାଟି ଏସିଡ ରେ ଏପରି ଭିଟାମିନ୍ସ ରହିଛି, ଯାହାକି ମଣିଷ ଶରୀର କୁ ପ୍ରାୟ ୨୫ ପ୍ରକାରର ଅଲଗା ଅଲଗା ବେମାରୀ ରୁ ରକ୍ଷା କରିଥାଏ । ମଣିଷ ଶରୀରର ପ୍ରାୟ ପ୍ରତ୍ଯେକ ଅଙ୍ଗ ଓମେଗା-୩ ଫ୍ୟାଟି ଏସିଡ ରୁ କିଛି ନା କିଛି ଭିଟାମିନ୍ସ ନେଇଥାଏ । ବନ୍ଧୁଗଣ ଏହା ଶରୀର ପାଇଁ ଏତେ ଜରୁରୀ ହୋଇଥିଲେ ମଧ୍ୟ ଅନେକ ଲୋକ ଏପରି ଥା’ନ୍ତି, ଯେଉଁମାନେ ଏହାକୁ ନିଅନ୍ତି ନାହିଁ ।

 

ବନ୍ଧୁଗଣ ଓମେଗା-୩ ଫ୍ୟାଟି ଏସିଡ ପ୍ରାୟତଃ ୨ ପ୍ରକାରର ଖ୍ୟାଦ୍ୟ ରୁ ମିଳିଥାଏ । ପ୍ରଥମ ଟି ହେଉଛି ଶାକାହାରୀ ବା ପ୍ଲାଣ୍ଟ ସୋର୍ସ ଓ ଦ୍ଵିତୀୟ ଟି ହେଲା ମାଂସାହାରୀ ବା ଆନିମଲ ସୋର୍ସ। ବନ୍ଧୁଗଣ ପ୍ଲାଣ୍ଟ ସୋର୍ସ ରେ ଓମେଗା-୩ ଏସିଡ ମଞ୍ଜି ଗୁଡିକରେ ରହିଥାଏ ଓ ଆନିମଲ ସୋର୍ସ ରେ ଏହା ପ୍ରାୟତଃ ସୀ ଫୁଡ ବା ସାମୁଦ୍ରିକ ପ୍ରାଣି ମାନଙ୍କ ଠାରେ ଦେଖିବାକୁ ମିଳିଥାଏ ।

ବନ୍ଧୁଗଣ ସାଧାରଣତଃ ପ୍ଲାଣ୍ଟ ସୋର୍ସ ରୁ ALA ଟାଇପ ର ଓମେଗା-୩ ଫ୍ୟାଟି ଏସିଡ ମିଳିଥାଏ । ଆନିମଲ ସୋର୍ସର ସି ଫୁଡ ରୁ DHA ଓ EPA ଟାଇପ ର ଓମେଗା-୩ ଫ୍ୟାଟି ଏସିଡ ମିଳିଥାଏ । ବନ୍ଧୁଗଣ ଓମେଗା-୩ ଫ୍ୟାଟି ଏସିଡ ହାର୍ଟ ପାଇଁ ଖୁବ ଭଲ ହୋଇଥାଏ । ଯେଉଁ ମାନେ ପ୍ରତ୍ଯେକ ଦିନ ଓମେଗା-୩ ଫ୍ୟାଟି ଏସିଡ ନିଅନ୍ତି, ସେମାନଙ୍କୁ ଶରୀରରେ କେବେ କୌଣସି ରକ୍ତ ହୀନତା ବା ଶରୀରର ଭିତରର କୌଣସି ସ୍ଥାନରେ ରକ୍ତ ଜମି ଯିବା ଭଳି ଭୟ ରହି ନ ଥାଏ ।

 

ତାହା ଛଡା ଏହା ହାଡ ପାଇଁ ମଧ୍ୟ ଖୁବ ଭଲ ହୋଇଥାଏ । ଏହାକୁ ନେବା ଦ୍ଵାରା ଶରୀରରେ କୌଣସି ଗଣ୍ଠି ଜନିତ ସମସ୍ଯା ମଧ୍ୟ ଦେଖିବାକୁ ମିଳି ନଥାଏ । ଏହାଛଡା ବନ୍ଧୁଗଣ ଓମେଗା-୩ ଆପଣଙ୍କର ଚର୍ମ କୁ କୋମଳ, ନରମ ଓ ଉଜ୍ଜ୍ଵଳ ମୟ କରି ରଖିଥାଏ । ତାହାସହ ଚର୍ମ କୁ ଶୁଷ୍କ ମଧ୍ୟ କରିବାକୁ ଦେଇନଥାଏ । ତାହାସହ ଯଦି ଆପଣଙ୍କର କୌଣସି ପ୍ରକାରର ଚର୍ମ ରୋଗ ରହିଥାଏ, ତେବେ ଏହା ଆପଣଙ୍କର ସମସ୍ତ ଚର୍ମ ଜନିତ ସମସ୍ଯାକୁ ଦୂର କରିଥାଏ । ତାହାସହ ଏହା କେଶ ଜନିତ ସମସ୍ତ ସମସ୍ଯା କୁ ମଧ୍ୟ ଦୂର କରିଥାଏ ।

 

ବନ୍ଧୁଗଣ ତାହାଛଡା ଏହା ଆଖି ପାଇଁ ଓ ମସ୍ତିସ୍କ ପାଇଁ ମଧ୍ୟ ଖୁବ ଭଲ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ସୁପ୍ପ୍ଲିମେଣ୍ଟ ଟିକୁ ନେଇ ଆସିଛୁ ତାହାର ନାମ ହେଲା WOW କମ୍ପାନୀର ଓମେଗା-୩ ଏଲଗି କ୍ୟାପସୁଲ । ବନ୍ଧୁଗଣ କହି ରଖୁଛୁ, ଏହା ସଂପୂର୍ଣ୍ଣ ରୂପରେ ଶାକାହାରୀ ଅଟେ । ଯେଉଁମାନେ ସୁଦ୍ଧ ଶାକାହାରୀ ହୋଇଥା’ନ୍ତି, ସେମାନେ ମଧ୍ୟ ଏହାକୁ ନିତାନ୍ତ ନେଇ ପାରିବେ ।

ଆପଣ ପ୍ରତିଦିନ ସକାଳେ ଓ ରାତିରେ ଖାଦ୍ୟ ଖାଇବା ପରେ ଏହାର ଗୋଟେ ଗୋଟେ କ୍ୟାପସୁଲ ନେଇ ପାରିବେ । ଏହାଦ୍ବାରା ଆପଣ ଙ୍କର ଶରୀରରେ କେବେ ମଧ୍ୟ ଓମେଗା-୩ ର ଅଭାବ ଦେଖା ଦେବ ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button