ଦେଶ
ମାଓ ହମଲା: ଓଡ଼ିଆ ଯବାନ ସହିଦ – Ibnodisha

[ad_1]
ଝାଡଖଣ୍ଡ: ଝାଡଖଣ୍ଡରେ ମାଓ ହମଲାରେ ଓଡିଆ ସିଆରପିଏଫ୍ ଯବାନ ସହିଦ । ସହିଦ ଯବାନ ଅନ୍ନ୍ପୁର ପୌରାଞ୍ଚଳର ସୁଶାନ୍ତ ଖୁଣ୍ଟିଆ ବୋଲି ଜଣାପଡିଛି । ଆନନ୍ଦପୁର ପୌରାଞ୍ଚଳ ୪ ନମ୍ବର ୱାର୍ଡରେ ସୁଶାନ୍ତଙ୍କ ଘର । ହମଲାରେ ଆଉ ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କ ରାଂଚିକୁ ସ୍ଥାନାନ୍ତର କରାଯାଇଛି ।
ରାଘବ ଚଢ଼ା ରାଜ୍ୟସଭାରୁ ନିଲମ୍ବିତ
[ad_2]



