ଅପରାଧ

ଗଣଦୁଷ୍କର୍ମ ଅଭିଯୋଗରେ ୫ ଗିରଫ – Ibnodisha

[ad_1]

ବ୍ୟୁରୋ : ବାରିପଦା ସଦର ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ଘଟଣାରେ ୫ ଗିରଫ | ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ ସହଯୋଗୀଙ୍କୁ ଗିରଫ କଲା ପୋଲିସ | ୮ ତାରିଖରେ ଯୁବତୀଙ୍କୁ ରାସ୍ତାରୁ ଟେକି ନେଇ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା | କାମରୁ ଘରକୁ ଫେରିବା ବେଳେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା |

ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କୁ ହତ୍ୟା

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button