ରାଜ୍ୟ

ନବରାତ୍ରୀରେ ମୋଦୀଙ୍କ ଭେଟି; ଚାଷୀଙ୍କ ଖାତାକୁ ଗଲା ପିଏମ୍‌ କିଷାନ ଟଙ୍କା

ଭୁବନେଶ୍ୱର: ୯କୋଟି ୫୦ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ପିଏମ୍‌ କିଷାନ ଟଙ୍କା। ମହାରାଷ୍ଟ୍ରର ୱାସିମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ୨୦ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଖାତାକୁ ପଠାଇଛନ୍ତି। ଏହି ଯୋଜନାର ୧୮ତମ କିସ୍ତି ଚାଷୀଙ୍କୁ ପ୍ରଦାନ କରାଯାଇଛି। ପ୍ରତିବର୍ଷ ତିନିଟି କିସ୍ତିରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଉଛି।

ତିନୋଟି କିସ୍ତିରେ ମୋଟ ୬ହଜାର ଟଙ୍କା ଚାଷୀଙ୍କୁ ମିଳୁଛି। ଆଜି ଭୁବନେଶ୍ୱର ଲୋକସେବା ଭବନ କନଭେନ୍ସନ ହଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହ ଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ପଦାଧିକାରୀଙ୍କ ଉପସ୍ଥିତିରେ ପିଏମ୍‌ କିଷାନର କିସ୍ତି ପାଇଛନ୍ତି ଚାଷୀ।

Related Articles

Leave a Reply

Your email address will not be published. Required fields are marked *

Back to top button