ରାଜ୍ୟ
୨ହଜାର ଟପିଲେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା – Ibnodisha

[ad_1]
ବ୍ୟୁରୋ : ରାଜ୍ୟ ରେ ଚଳିତ ବର୍ଷ ଡେଙ୍ଗୁ ରୋଗୀ ସଂଖ୍ୟା ୫୦% ଅଧିକ | ଏ ବର୍ଷ ଅଗଷ୍ଟ ୧୬ ସୁଦ୍ଧା ୨,୧୧୧ ରୋଗୀ ଚିହ୍ନଟ ହେଲେଣି | ଗତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧ହଜାର ୪୪୧ ଥିଲା | ଖୋର୍ଦ୍ଧା ଜିଲ୍ଲା ରୁ ସର୍ବାଧିକ ୧ହଜାର ୧୫୫ ରୋଗୀ ଚିହ୍ନଟ | ବାଲେଶ୍ୱର ରୁ ୧୭୯ , ପୁରୀ ରୁ ୧୫୦, କଟକ ୧୨୫ , ଜଗତସିଂପୁର ୧୦୧ |
ରାଜଧାନୀରେ ସବୁ ସ୍କୁଲରେ କରାଯିବ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ
[ad_2]