ରାଜ୍ୟ

 ମାହାଙ୍ଗା ମିଷ୍ଟ୍ରି: ବ୍ୟାପକ ହେବ ତଦନ୍ତ: ଏସ୍‌ପି – Ibnodisha

[ad_1]

ମାହାଙ୍ଗା: ମାହାଙ୍ଗା ଛାତ୍ରୀ ମୃତ୍ୟୁକୁ ନେଇ କଟକ ଗ୍ରାମଞ୍ଚଳ ଏସ୍‌ପିଙ୍କ ପ୍ରତିକ୍ରିୟା । ତଦନ୍ତ ବ୍ୟାପକ ହେବ କହିଲେ ଏସପି ମହିର ପଣ୍ଡା । ବିଭିନ୍ନ ଦିଗକୁ ନେଇ ତଦନ୍ତ ହେବ ଆଉ କୌଣସି ବି ଦିଗ ଛଡାଯିବ ନାହିଁ । ଘଟଣାରେ ସଂପୃକ୍ତ ସମସ୍ତଙ୍କୁ ତଦନ୍ତ କରାଯିବ ବୋଲି କହିଛନ୍ତି ଏସ୍‌ପି । ତଦନ୍ତ ପରେ ଯାହା ରେଜଲ୍ଟ ଆସିବ ସେ ଅନୁସାରେ ପଦକ୍ଷେପ ନିଆଯିବ । ଶରତ ନାୟକଙ୍କ ବୟାନ ରେକର୍ଡ କରାଯାଇଥିବା କହିଲେ ଏସ୍‌ପି ।

ଜାଲ୍ ସାର୍ଟିଫିକେଟ: ୪ ଶିକ୍ଷକ ବିଦା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button