ଦେଶ

୧୨୦୦ କାର୍‌ କନଭୟରେ ଶକ୍ତି ପ୍ରଦର୍ଶନ କରି କଂଗ୍ରେସକୁ ଫେରିଲେ ସମନ୍ଦର ପଟେଲ – Ibnodisha

[ad_1]

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅନୁଗତ ତଥା ମଧ୍ୟପ୍ରଦେଶ ବିଧାୟକ ସମନ୍ଦର ପଟେଲ ବିଜେପି ଛାଡ଼ି କଂଗ୍ରେସକୁ ଫେରିଛନ୍ତି। ପଟେଲ ୧୨୦୦ କାର୍‌ କନ୍‌ଭୟ (ଗାଡ଼ିମାଳା)ରେ ଆଜି ଜୱାଦରୁ ଭୋପାଳକୁ ଶକ୍ତି ପ୍ରଦର୍ଶନ କରି ଯାଇଥିଲେ ଏବଂ ଭୋପାଳ ସ୍ଥିତି ବିଜେପି ପାର୍ଟି ଅଫିସରେ ଇସ୍ତଫାପତ୍ର ଦାଖଲ କରିଥିଲେ। ବିଜେପି ଦଳରେ ଶ୍ବାସରୁଦ୍ଧ ଲାଗୁଛି ବୋଲି ସମନ୍ଦର ପଟେଲ ଅଭିଯୋଗ କରିଛନ୍ତି। ୨୦୨୦ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ସମନ୍ଦର ପଟେଲ। ତେବେ ସିନ୍ଧିଆଙ୍କର ତୃତୀୟ ଅନୁଗତ ଭାବେ ସେ ବିଜେପି ଛାଡ଼ି କଂଗ୍ରେସକୁ ଫେରିଛନ୍ତି। ୩ ମାସରେ ଏହା ତୃତୀୟ ଘଟଣା। ପୂର୍ବରୁ ମଧ୍ୟ ଅନ୍ୟ ୨ ଜଣ ବିଧାୟକ ସମାନ ଭାବେ ଶକ୍ତି ପ୍ରଦର୍ଶନ କରି କଂଗ୍ରେସକୁ ଫେରିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button