ଖେଳ

୪ ଖେଳାଳୀଙ୍କୁ ଅର୍ଜୁନ ପୁରଷ୍କାର

ପାରିସ ଅଲମ୍ପିକ୍ସରେ ଦୁଇ ପଦକ ବିଜେତା ଭାରତର ମହିଳା ତୀରନ୍ଦାଜ ମନୁ ଭାକର ଓ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ବିଜେତା ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶଙ୍କ ସମେତ ଚାରି ଜଣ ଖେଳାଳୀଙ୍କୁ ଖେଳ ରତ୍ନ ପୁରଷ୍କାରରେ ପୁରଷ୍କୃତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅନ୍ୟ ଦୁ଼୍ଇ ଖେଳାଳୀ ହେଲେ ଭାରତୀୟ ପୁରୁଷ ହକି ଟିମକ କ୍ୟାପଟେନ୍ ହରମନପ୍ରୀତ ସିଂ ଓ ପାରାଲିମ୍ପିକ୍ସ ପ୍ରବୀଣ କୁମାର। ରାଷ୍ଟ୍ରପତି ଭବନରେ ଏହି ପୁରଷ୍କାର ଉତ୍ସବରେ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟା ଯୋଗ ଦେଇଥିଲେ। ଏହା ସହ ୩୪ ଖେଳାଳୀଙ୍କୁ ଅର୍ଜୁନ ପୁରଷ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ୨୦୨୪ରେ ଖେଳରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ୩୪ଜଣଙ୍କୁ ଅର୍ଜୁନ ପୁରଷ୍କାର ମିଳିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button