ଅପରାଧ
ଝାଡଖଣ୍ଡରେ ୩ ଜଣଙ୍କୁ ପିଟି ପିଟି ହତ୍ୟା – Ibnodisha

[ad_1]

ରାଞ୍ଚି : ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିଠାରୁ ୨୫ କିମି ଦୂର ଝାଞ୍ଝିତୋଲା ଗ୍ରାମରେ କେତେକ ଲୋକ ୩ ଜଣ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ସାମିଲ ଅଛନ୍ତି । ମୃତକଙ୍କ ଘୁଷୁରୀ ସେମାନଙ୍କ ଜମିରେ ପ୍ରବେଶ କରି ଫସଲ ନଷ୍ଟ କରିଥିବାରୁ ଅଭିଯୁକ୍ତମାନେ ଏଭଳି ପ୍ରତିଶୋଧ ନେଇଥିବା ଜଣାପଡିଛି । ଏହି ଘଟଣାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ କିଛି ଦିନ ପୂର୍ବେ ଶତ୍ରୁତା ଲାଗିଥିଲା । ଗୁରୁବାର ଗୋଟିଏ ପରିବାରର ୧୦ ଜଣ ଲୋକ ଠେଙ୍ଗା ଓ ଲଙ୍ଗଳ ମୁନରେ ଅପରପକ୍ଷ ଉପରେ ଆକ୍ରମଣ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି ।
The post ଝାଡଖଣ୍ଡରେ ୩ ଜଣଙ୍କୁ ପିଟି ପିଟି ହତ୍ୟା appeared first on ONA KHABAR.
[ad_2]




