ଅପରାଧ

ହିନ୍ଦୁସ୍ତାନ ଷ୍ଟିଲ କନଷ୍ଟ୍ରକସନ ୱାର୍କ୍ସ ଲିମିଟେଡ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ – Ibnodisha

[ad_1]

ଭୁବନେଶ୍ବର : ହିନ୍ଦୁସ୍ତାନ ଷ୍ଟିଲ କନଷ୍ଟ୍ରକସନ ୱାର୍କ୍ସ ଲିମିଟେଡ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ଅଫିସରେ ଚାଲିଛି ଭିଜିଲାନ୍ସ ରେଡ୍‌ । ନିମ୍ନମାନର କାମ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ହେଉଛି ତନାଘନା । ସୋନପୁରରେ ୪ଟି ଏସି ଏବଂ ଏଷ୍ଟି ହଷ୍ଟେଲ ନିର୍ମାଣରେ ଦୁର୍ନୀତି ପାଇଁ ଆଜି ଭିଜିଲାନ୍ସ ପଚରାଉଚରା ଜାରି ରଖିଛି । ୨୦୧୯ ରୁ ୨୦୨୦ ଭିତରେ ହଷ୍ଟେଲ କାମ ସରିଥିଲା । ୨୦୨୧ରେ ସରକାରଙ୍କୁ ସଂପୂର୍ଣ୍ଣ କାମ ତଥ୍ୟ ଦିଆଯାଇଥିଲା । ୧୨ ହଷ୍ଟେଲ ପାଇଁ ୯ କୋଟି ଟଙ୍କା ବଜେଟ୍ ହୋଇଥିବା ବେଳେ ନିମ୍ନମାନର କାମ ପାଇଁ ଅଭିଯୋଗ ଆସିଥିଲା । ସୁବର୍ଣ୍ଣପୁରରେ ଥିବା ୪ଟି ହଷ୍ଟେଲ ପାଇଁ  ୩୫ ଲକ୍ଷ ଟଙ୍କାର ଖର୍ଚ୍ଚ ହୋଇଥିଲା । ଏବେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ତଦାରଖରେ ଥିବା ଦୁଇ ଇଞ୍ଜିନିୟର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button