ରାଜ୍ୟ

ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ: ୨ମୃତ, ୨ ଗୁରୁତର – Ibnodisha

[ad_1]

ଆସିକା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପଙ୍କଳବାଡି ଗାଁରେ ଦୁଇ ପରିବାର ସଦସ୍ୟଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘିଟିଛି । ଏହି ଗୋଷ୍ଠୀ ସଂଘର୍ଷ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଦୁଇଜଣ ହେଲେ ମିଥୁନ ଭୂୟାଁ ଓ ଦିପୁ ସ୍ୱାଇଁ ।

ଉଭୟ ଗୋଟିଏ ପରିବାରର ହୋଇଥିବା ବେଳେ ମୃତକ ଦୁଇଜଣ ସମ୍ପର୍କରେ ଶଳା ଓ ଭିଣୋଇ ହୋଇଥିବା ସୂଚନା । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହି ସଂଘର୍ଷରେ ଆଉ ୨ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ସ୍ତରରେ ଅଦଳବଦଳ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button