ରାଜ୍ୟ
ଇଣ୍ଡୋନେସିଆ: ଲିଫ୍ଟ ଦୁର୍ଘଟଣାରେ ୫ ମୃତ – Ibnodisha

[ad_1]
ଜାକର୍ତ୍ତା : ଇଣ୍ଡୋନେସିଆର ବାଲି ପ୍ରଦେଶ ଅନ୍ତର୍ଗତ ଉବୁଦ୍ ସହରରେ ଥିବା ଏକ ରିସର୍ଟରେ ଲାଗିଥିବା ଲିଫ୍ଟ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଯାଉଥିବା ୫ ଜଣ ପ୍ରାଣ ହରାଇଛନ୍ତି । କେବୁଲ ତାର ଛିଣ୍ଡିବା ଫଳରେ ଲିପ୍ଟଟି ୧୦୦ ମିଟର ତଳକୁ ଖସିପଡିଥିଲା । ମୃତକଙ୍କ ମଧ୍ୟରେ ୨ ପୁରୁଷ ଓ ୩ ମହିଳା ସାମିଲ ଥିବାବେଳେ ଏମାନେ ସମସ୍ତେ ରିସର୍ଟ କର୍ମଚାରୀ ବୋଲି ଜଣାପଡିଛି । ଓଜନଭାର ସମ୍ଭାଳି ନପାରି ଲିଫ୍ଟ ଛିଣ୍ଡିଥିବା କୁହାଯାଇଛି ।
[ad_2]




