ମନୋରଞ୍ଜନ

ସୁନ୍ଦରତା ଓ ହଟନେସ ରେ Bollywood ହିରୋଇନ ମାନଙ୍କୁ ବି ପଛରେ ପକାଇ ଦିଅନ୍ତି Mithun Chakraborty ଙ୍କ ଝିଅ, ଦେଖନ୍ତୁ ତାଙ୍କର କିଛି ସୁନ୍ଦର ଫଟୋ

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ବଲିଉଡ ରେ ଷ୍ଟାରକିଡ ମାନେ ନିଜର କାୟା ବିସ୍ତାର କରିଚାଲିଛନ୍ତି।କିନ୍ତୁ ବର୍ତ୍ତମାନ ଏପରି ବି କିଛି ତାରକା ଙ୍କ ସନ୍ତାନ ଅଛନ୍ତି ଯିଏ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ମଧ୍ୟ ଦେଇନାହାନ୍ତି ତଥାପି ସୋସିଆଲ ମିଡ଼ିଆ ରେ ତାଙ୍କର ବହୁତ ପ୍ରସଂଶକ ଅଛନ୍ତି।ଏହି ଲିଷ୍ଟ ରେ ମିଥୁନ ଚକ୍ରବତୀ ଙ୍କ ଝିଅ ଦିଶାନି ଚକ୍ରବତୀ ମଧ୍ୟ ସାମିଲ ଅଛନ୍ତି।ତେବେ ଚାଲନ୍ତୁ ଦିଶାନି ଙ୍କ ସୁନ୍ଦରତା ବିଷୟରେ କିଛି ଆଲୋଚନା କରିବା।

ବନ୍ଧୁଗଣ ମିଥୁନ ଚକ୍ରବତୀ ଙ୍କ ସୁକନ୍ୟା ଦିଶାନି ଚକ୍ରବତୀ ନିଜର ସୁନ୍ଦରତା ଏବଂ ହଟନେସ ପାଇଁ ସୋସିଆଲ ମିଡ଼ିଆ ରେ ବହୁତ ପ୍ରସିଦ୍ଧ ହୋଇପାରିଛନ୍ତି । ନିକଟ ରେ ସେ ପୋଷ୍ଟ କରିଥିବା ଫୋଟୋ ଗୁଡିକରେ ସେ ବହୁତ ସୁନ୍ଦର ସହିତ ହଟ ମଧ୍ୟ ଦେଖାଯାଉଛନ୍ତି । ତାଙ୍କର ଏକ କଳା ରଙ୍ଗର ପୋଷାକ ସହିତ ଫଟୋ ଟି ବହୁତ ଭାଇରଲ ହେଇଥିଲା । ଯାହା ଦ୍ୱାରା ତାଙ୍କର ଫ୍ୟାନ ମାନେ ଦିଶାନି ଙ୍କ ର ପୁରାପୁରି ଦିୱାନୀ ହୋଇଯାଇଥିଲେ।

ଅତି ନିକଟ ରେ ସେ ନିଜ ଇନ୍ସଟାଗ୍ରାମ ରେ କେତେ ଗୁଡିଏ ଫୋଟୋ ଅପଲୋଡ଼ କରିଥିଲେ ଯାହାକୁ ତାଙ୍କ ଫ୍ୟାନ ମନେ ବହୁତ ପସନ୍ଦ କରିଥିଲେ ଏବଂ ଅନେକ ପ୍ରଶଂସା ମଧ୍ୟ ମିଳିଥିଲା।ଦିଶାନି ଏହି ଫୋଟୋ ରେ ବହୁତ ସୁନ୍ଦର ଏବଂ ଷ୍ଟାଇଲିଶ ଦେଖାଯାଉଥିଲେ।ସେ ଏହି ଫୋଟୋ ରେ କଳା ରଙ୍ଗ ର କୋର୍ଟ ଏବଂ ପ୍ୟାଣ୍ଟ ପିନ୍ଧିଥିଲେ।ତାଙ୍କ ପ୍ରଶଂସକ ଙ୍କୁ ତାଙ୍କର ଏହି ଅନ୍ଦାଜ ବହୁତ ପସନ୍ଦ ଆସିଛି। ସେ ବହୁତ ଯଲ୍ଦି ବଲିଉଡ ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ସେ ଏବେ ଫିଲ୍ମ ଡେବ୍ୟୁ ନକରି ମଧ୍ୟ ବହୁତ ପ୍ରସଂଶକ ପାଇସାରିଲେଣି।ସେ କେବଳ ନିଜ ଫୋଟୋ ମାଧ୍ୟମ ରେ ସୋସିଆଲ ମିଡ଼ିଆ ରେ ବହୁତ ଚର୍ଚ୍ଚାର ପରିସରକୁ ଆସିଯାଇଛନ୍ତି । ଏବେ ଏହା ମଧ୍ୟ ଜଣାପଡୁଛି ଯେ ସେ ବଲିଉଡ ର ଅଭିନେତ୍ରୀ ମାନଙ୍କୁ କଡା ଟକର ଦେବେ।ସେ କେବଳ ସୁନ୍ଦର ନୁହନ୍ତି ତାଙ୍କର ଫ୍ୟାସନ ସେନ୍ସ ମଧ୍ୟ ବହୁତ ଭଲ।ସେ ଭବିଷ୍ୟତ ରେ ଏକ ଚମତ୍କାର ଅଭିନେତ୍ରୀ ହେବେ ବୋଲି ଆମେ ଆଶା କରୁଛୁ।

କଳାକାର ପରିବାର ରେ ଜନ୍ମ ଗ୍ରହଣ କରିଥିବା ଦିଶାନି ନିଜର ରୁଚି ପ୍ରଥମ ରୁ ହିଁ ଫିଲ୍ମ ପ୍ରତି ରଖିଥିଲେ। ଦିଶାନି ମିଥୁନଙ୍କର ବହୁତ ଗେଲ୍ହା ଝିଅ ଅଟନ୍ତି । ସେ ସଲମାନ ଖାନଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କର ଜଣେ ବହୁତ ବଡ଼ ଫ୍ୟାନ। ସେ ବର୍ତ୍ତମାନ ନ୍ୟୁୟର୍କ ଫିଲ୍ମ ଏକାଡେମୀ ରେ ଅଭିନୟ ର ତାଲିମ ନେଉଛନ୍ତି ।

 

ସେ ଅନେକ ସର୍ଟ ଫିଲ୍ମ ମଧ୍ୟ କରିଛନ୍ତି। ସେ ୨୦୧୭ ମସିହା ସର୍ଟ ଫିଲ୍ମ “ହୋଲି ସ୍ମକ” ଜରିଆରେ ସେ ପ୍ରଥମଥର ପାଇଁ ଡେବ୍ୟୁ କରିଥିଲେ।ଏହାକୁ ତାଙ୍କ ବଡ଼ ଭାଇ ନିର୍ଦ୍ଦେଶନା ଦେଇଥିଲେ।ସେ ଏହା ପରେ ମଧ୍ୟ କେତେକ ସର୍ଟ ଫିଲ୍ମ ରେ ସେ ନଜର ଆସିଥିଲେ।କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ବଲିଉଡ ରେ ଡେବ୍ୟୁ କରିନାହାନ୍ତି।

ଦିଶାନି ନିଜ ପରିବାର ରେ ସମସ୍ତଙ୍କ ପ୍ରିୟ ଅଟନ୍ତି। ସେ ତାଙ୍କ ବାପା ଙ୍କ ର ଗେଲ୍ହା ଝିଅ ଅଟନ୍ତି।ଦିଶାନି ଙ୍କ ପିତା ମାତା ତାଙ୍କୁ ଜନ୍ମ ହେବା ମାତ୍ରେ ତାଙ୍କୁ ଅଳିଆ ଡବା ରେ ପକେଇଦେଇଥିଲେ ତାଙ୍କ କାନ୍ଦ ଶୁଣି ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ।ଏହାର ପର ଦିନ ମିଥୁନ ଏହି ଖବର ଶୁଣିଥିଲେ ଏବଂ ନିଜ ପତ୍ନୀଙ୍କ ସହିତ କଥା ହୋଇ ଦିଶାନି ଙ୍କୁ ଘରକୁ ନେଇଆସିଥିଲେ ଓ ଝିଅ ପରି ରଖିଥିଲେ।ଶୁଣିବାକୁ ମିଳୁଛି ଜ ସଲମାନ ଖାନ ଦିଶାନି ଙ୍କୁ ବଲିଉଡରେ ଲଞ୍ଚ କରିପାରନ୍ତି।ସେ ମଧ୍ୟ ନିଜ କ୍ୟାରିୟର ଫିଲ୍ମ ରେ ବନେଇବାକୁ ଚାହୁଁଛନ୍ତି ଏବଂ ସେଥିପାଇଁ ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button